Only for Entertainment

‘ଦ କପିଲ ଶର୍ମା’ ଶୋ’କୁ ଫେରୁଛନ୍ତି ସୁନିଲ ଗ୍ରୋଭର? ଟ୍ୱିଟରୁ ମିଳିଲା ସଙ୍କେତ

aajtak
88

ଦ କପିଲ ଶର୍ମା ଶୋ ଯଦିଓ ଆଜି ଲୋକଙ୍କୁ ହସାଇବାରେ ସଫଳ ରହିଛି ତଥାପି ଆଜି ମଧ୍ୟ ସେହି ଗୋଲଡେନ ଦିନ ମନେ ପଡ଼େ ଯେତେବେଳେ କପିଲ ଶର୍ମା କପ୍ପୁ ଚରିତ୍ରରେ ଏବଂ ସୁନିଲ ଗ୍ରୋଭର ରିଙ୍କୁ ଭାଉଜ ଏବଂ ଡାକ୍ତର ଗୁଲାଟୀ ଚରିତ୍ରରେ ନଜର ଆସୁଥିଲେ । ଦୁଇଜଣଙ୍କ ଡେଡଲୀ କମ୍ବିନେସନ ଏଭଳି ଥିଲା ଚୁପଚାପ ବସି ରହୁଥିବା ଲୋକ ମଧ୍ୟ ହସକୁ ଅଟକାଇ ପାରିଲେ ନାହିଁ । ଏବେ ନିକଟରେ ସୁନିଲ ଗ୍ରୋଭର ଏଭଳି ଏକ ଟ୍ୱିଟ କରିଛନ୍ତି ଯେଉଁଥିରେ ସେ ଶୋ’କୁ ଫେରିବାର ସଙ୍କେତ ମିଳିଛି ।

 


କପିଲ ଏବଂ ସୁନିଲଙ୍କ ଝଗଡ଼ା ଦୀର୍ଘ ଦିନ ଚାଲୁ ଧରି ରହିଲା । କୋଟି କୋଟି ଫ୍ୟାନ୍ସଙ୍କ ସମେତ ନବଜୋତ ସିଂ ସିଦ୍ଧୁ ମଧ୍ୟ ସୁନିଲଙ୍କୁ ଶୋ’କୁ ଫେରିବାକୁ ଅନୁରୋଧ କରିଥିଲେ, କିନ୍ତୁ ତାହା ହୋଇ ପାରିନଥିଲା । ସେ ଯେତେ ବିବାଦ ହେଲେ ମଧ୍ୟ ଶୋ’ରେ ଗୋଲଡେନ ଦିନ ସେହିଦିନ ଫେରିବ ଯେଉଁଦିନ ଗୋଟିଏ ପରଦାରେ କପିଲ ଏବଂ ସୁନିଲଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More