Only for Entertainment

ସୁନିଲଙ୍କ ଶୋ’ରେ ରଣବୀର କହିଲେ ଏକ ଚୁଟକୀ ସିନ୍ଦୁରର ମୂଲ୍ୟ ।

instagram
20

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ୧୪ ଓ ୧୫ ନଭେମ୍ବରକୁ ବିବାହ ବନ୍ଧନରେ ବାନ୍ଧି ହେଲେ । ବିବାହ ପରେ ରଣବୀର କାମକୁ ଫେରିଲେ । ନିକଟରେ ରଣବୀର ସିଂ ଫିଲ୍ମ ସିମ୍ବାର ପ୍ରମୋଶନ ପାଇଁ ସୁନିଲ ଗ୍ରୋଭରଙ୍କ କମେଡ଼ି ଶୋ କାନପୁର ୱାଲେ ଖୁରାନାଜକୁ ପହଂଚିଥିଲେ । ସେଠାରେ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଲା ।

 

ସୁନିଲ ଶୋ ମଧ୍ୟରେ ପଚାରିଲେ ଏକ ଚୁଟକୀ ସିନ୍ଦୁର କି କିମତ ଆପ ହି ବୋଲ ଦୋ । ଉତ୍ତରରେ ରଣବୀର କହିଲେ ଚୁଟକୀ ସିନ୍ଦୁରର ମୂଲ୍ୟ ହେଉଛି ୧୫ଟି ଫଙ୍କସନ ।ଏହି ମଧ୍ୟରେ ରୋହିତ ସେଟୀ ଆଉ ଚୁପ ବସି ପାରିଲେ ନାହିଁ ।ସେ କହିଲେ ଆରେ ଭାଇ ଇଏ ସାଦି ନୁହେଁ ସାଦିୟାଁ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More