Only for Entertainment

ପିତା ଧର୍ମେନ୍ଦ୍ରଙ୍କ ଉପରେ ଡକ୍ୟୁମେଂଟାରୀ ଫିଲ୍ମ ବନାଇବେ ସନି ଦେଓଲ !

The Indian Express
22

ବଲିଉଡର ମାଚୋମ୍ୟାନ ସନି ଦେଓଲ ନିଜ ବାପା ହିମେନ ଧର୍ମେନ୍ଦ୍ରଙ୍କ ଉପରେ ଡକ୍ୟୁମେଂଟରୀ ଡ୍ରାମା ଫିଲ୍ମ ବନାଇବାକୁ ପ୍ରସ୍ତୁତି ଚଲାଇଛନ୍ତି । ଧର୍ମେନ୍ଦ୍ରଙ୍କ ଜୀବନର ଏକ ବହି ଏବଂ ଡକ୍ୟୁମେଂଟରୀ ପ୍ରସ୍ତୁତି କରିବାକୁ ଯାଉଛନ୍ତି । ସନି ଦେଓଲ ଏବେ ନିଜ ବାପାଙ୍କ ଉପରେ ହୋଇଥିବା ବହି ଏବଂ ଡକ୍ୟୁ-ଡ୍ରାମା ଉପରେ କାମ କରୁଛନ୍ତି । ଧର୍ମେନ୍ଦ୍ରଙ୍କ ଉପରେ ଏକ ବହି ଲେଖାଯାଉଛି, ଯେଉଁଥିରେ ତାଙ୍କ ପିଲାବେଳ ଠାରୁ ନେଇ ସୁପରଷ୍ଟାର ହେବା ପର୍ଯ୍ୟନ୍ତ ସମସ୍ତ କାହାଣୀ ମିଳିବ ।

ସନିଙ୍କ କହିବା ମୁତାବକ ଏହି ଫିଲ୍ମରେ ଛୋଟରୁ ଛୋଟ କଥା, ତାଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ଫିଲ୍ମ ଜରିଆରେ ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More