Only for Entertainment

ରିଲିଜ ହେଲା ସନ୍ନି ଲିଓନିଙ୍କ ସବୁଠାରୁ ବୋଲ୍ଡ ସଙ୍ଗ, ୫୦ଲକ୍ଷ ପହଂଚିଲା ଭ୍ୟୁ !

india
47

ବଲିଉଡର ବୋଲ୍ଡ ଏବଂ ସୁନ୍ଦରୀ ଅଭିନେତ୍ରୀ ସନି ଲିଓନି ଯେତେବେଳେ କିଛି ନୁଆ କରନ୍ତି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିବା ଥୟ । ବେବି ଡଲ ଏବଂ ଲୈଲା ମେ ଲୈଲା ଡାନ୍ସ ନମ୍ବରରେ ୟୁଟ୍ୟୁବରେ ଧମାକା କରିଥିବା ସନ୍ନି ପୁଣି ଥରେ ନେଇ ଆସିଛନ୍ତି ଆଉ ଏକ ଡ୍ୟାନ୍ସ ନମ୍ବର ।

ଏଠାରେ ଆମେ କହି ରଖୁଛୁ ଯେ ସନ୍ନିଙ୍କ ଅଭିନୟ ବ୍ୟତୀତ ଡ୍ୟାନ୍ସକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ୟୁଟ୍ୟୁବରେ ଲଭଲି ଆକ୍ସିଡେଂଟ ଗୀତ ରିଲିଜ ହେବା ପରେ ଦର୍ଶକ ବହୁମାତ୍ରାରେ ପସନ୍ଦ କରିଛନ୍ତି । ତେବେ ଏହି ଗୀତର ସନ୍ନିଙ୍କ ସହ ଅଭିନେତା ତଥା ଟିଭି ହୋଷ୍ଟ କ୍ରିଷ୍ଣା ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More