Only for Entertainment

ସିକ୍ୱୁରିଟି ଗାର୍ଡଙ୍କ ସହିତ ସନି ଲିଓନି ଲଗାଇଲେ ଠୁମକା, ଭାଇରାଲ ହେଲା ଭିଡିଓ ।

insta pic
48

ବଲିଉଡ ଅଭିନେତ୍ରୀ ସନି ଲିଓନି କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ ତାଙ୍କ ଫଟୋକୁ ନେଇ ତ କେବେ ତାଙ୍କ ଭିଡିଓକୁ ନେଇ । ଇତି ମଧ୍ୟରେ ସନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସିକ୍ୱୁରିଟି ଗାର୍ଡଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ତାଙ୍କ ପତି ଡାନିଏଲ ବେବର ମଧ୍ୟ ନଜର ଆସିଛନ୍ତି ।

ସନି ନିଜ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି । ଭିଡିଓରେ ହୋଇଥିବା କମେଣ୍ଟରୁ ଜଣାପଡୁଛି ଯେ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ସନିଙ୍କ ଏହି ଅନ୍ଦାଜ ଖୁବ ପସନ୍ଦ ଆସିଛି ।

 

ନିକଟରେ ସନି ନିଜର ବାୟୋପିକ ‘କରଣଜୀତ କୌର : ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନି ଲିଓନି’ ନେଇ ଚର୍ଚ୍ଚାରେ ରହିଥିଲେ । ଏହା ସହିତ ଆମେରିକାନ ପପୁଲାର ଶୋ’ ‘ଗେମ୍ସ ଅଫ ଥ୍ରୋନ୍ସ’ରେ ତାଙ୍କୁ ଅଫର ମିଳିଥବା କହି ସନି ଖୁବ ଚର୍ଚ୍ଚାରେ ରହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More