Only for Entertainment

ଡର୍ଟି ଗର୍ଲ ହେଲେ ସନି ଲିଓନ,ପ୍ରଥମ ଥର ସ୍ୱାମୀ ଡାନିଏଲଙ୍କ ସହିତ ଦେଲେ ବୋଲ୍ଡ ସିନ ।

bollywood taDKA
77

ରିଲିଜ୍ ହେଲା ଇକ୍କାଙ୍କ ର‌୍ୟାପ୍ ସଙ୍ଗ ଡର୍ଟି ଗର୍ଲ । ଗୀତରେ ଦେଖିବାକୁ ମିଳିଲା କରିଶ୍ମା ତନ୍ନା ଓ ସନି ଲିଓନ୍ଙ୍କ ହଟ୍ ଅନ୍ଦାଜ୍ । ଗୀତଟି ୟୁଟୁବ୍ରେ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଏନ୍ବି ଓ ଇକ୍କା । ଗୀତରେ ଲିରିକ୍ସ ଦେଇଛନ୍ତି ଇକ୍କା । ଏହି ଜବରଦସ୍ତ ପାର୍ଟି ଗୀତରେ କଣ୍ଠଦାନ କରିଛନ୍ତି ଏନ୍ବି, ଇକ୍କା ଓ ଶିଭାଙ୍ଗି ଭାୟାନା ।

ଜି ମ୍ୟୁଜିକ କମ୍ପାନୀ ଦ୍ୱାରା ୨୪ ଅକ୍ଟୋବରକୁ ରିଲିଜ କରାଯାଇଥିବା ଏହି ଗୀତକୁ ଏପର୍ଯ୍ୟନ୍ତ ୯୨,୫୪,୧୩୬ ଥର ଦେଖାସରିିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More