Only for Entertainment

ସୋସିଆଲ ମିଡିଆରେ ଛାଇଲା ସନି ଲିଓନିଙ୍କ ନୂଆ ଆଇଟମ ଗୀତ ‘ହ୍ୟାଲୋ ଜୀ’

latestly
41

ବେବି ଡଲ ହେବା ପରେ ଅଭିନେତ୍ରୀ ସନି ଲିଏନି ପୁଣିଥରେ ନିଜର ଧମକାଦାର ଆଇଟମ ସଙ୍ଗ ଜରିଆରେ ଦର୍ଶକଙ୍କ ହୃଦୟ ଜିତିବା ପାଇଁ ଆସିଛନ୍ତି । ନିକଟରେ ରିଲିଜ ହୋଇଛି ସନି ଲିଓନିଙ୍କ ନୂଆ ଆଇଟମ ଗୀତ ‘ହ୍ୟାଲୋ ଜୀ’ । ଏକତା କପୁରଙ୍କ ୱେବ ସିରିଜ ରାଗିନୀ ଏମଏମଏସ ରିଟର୍ଣ୍ଣସ ୨ ସନି ଲିଓନିଙ୍କ ଏହି ଗୀତ ସ୍ଥାନ ପାଇଛି । ଏହି ୱେବ ସିରିଜରେ ରିଅଲ ଲାଇଫ କପଲ ବରୁଣ ସୁଦ ଏବଂ ଦିବ୍ୟା ଅଗ୍ରୱାଲ ନଜର ଆସିବେ ।

ରିଲିଜ ହୋଇଥିବା ଏହି ଗୀତରେ ମିତ ବ୍ରଦର୍ସ ଏବଂ କନିକା କପୁରଙ୍କ ଆକର୍ଷଣୀୟ ଗାୟିକି ଶୁଣିବାକୁ ମିଳିଛି । ଗୀତର ଲିରିକ୍ସ କୁମାର ଲେଖିଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ମିତ ବ୍ରଦର୍ସ । ଗୀତକୁ ଏପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More