Only for Entertainment

‘ଝୁଠା କହିଁ କା’ର ନୂଆ ଗୀତ ‘ଫଙ୍କ ଲଭ’ ରିଲିଜ, ଜଳପରୀ ଭାବେ ନଜର ଆସିଲେ ସନ୍ନୀ

google
48

ଫିଲ୍ମ ‘ଝୁଠା କହିଁ କା’ର ନୂଆ ଗୀତ ‘ଫଙ୍କ ଲଭ’କୁ ରିଲିଜ କରି ଦିଆଯାଇଛି । ଫିଲ୍ମର ଐଏହି ଗୀତ ରିଲିଜ ହେବା ପରଠାରୁ ଇଣ୍ଟରନେଟରେ ଚହଳ ପକାଇଛି । ଗୀତରେ ସନ୍ନି ଲିଓନି ଜଳପରୀ ଭାବେ ନଜର ଆସିଛନ୍ତି । ଏହା ସହିତ ହନି ସିଂଙ୍କ ର‌୍ୟାପ ଏହି ଗୀତକୁ ଆହୁରି ଆକର୍ଷଣୀୟ କରିଛି ।

ଗୀତରେ ହନି ସିଂ ନିଜର ଆକର୍ଷଣୀୟ ଭଏସ ଦେଇଥିବା ବେଳେ ଏହାର ମ୍ୟୁଜିକ କମ୍ପୋଜ ମଧ୍ୟ ହନି ସିଂ କରିଛନ୍ତି । ଏହାର ଲିରିକ୍ସ ଲେଖିଛନ୍ତି ଲିଲ ଗୋଲୁ ।

ଦେଖନ୍ତୁ

ଫିଲ୍ମ ବିଷୟରେ କହିବାକୁ ଗଲେ ସନ୍ନି ଲିଓନିଙ୍କ ବ୍ୟତିତ ଫିଲ୍ମରେ ଋଷି କପୁର, ଜିମ୍ମୀ ଶେରଗିଲ, ସନି ସିଂ ଏବଂ ଓମକାରା କପୁର ଲିଡ ରୋଲରେ ନଜର ଆସିବେ । ଫିଲ୍ମ ୧୯ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More