Only for Entertainment

ଭାଇରାଲ ହେଉଛି ସନିଙ୍କ ଜେସିବିରେ ଛିଡ଼ା ହୋଇଥିବା ଫଟୋ ।

bollywoodtadka
24

ବଲିଉଡ ଅଭିନେତ୍ରୀ ସନି ଲିଓନ ଅଧିକାଂଶ ସମୟରେ ନିଜ ହଟ ଏବଂ ଗ୍ଲାମରସ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସନି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସେହିଭଳି ଏକ ଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଯାହା ଶେୟାର ହେବାମାତ୍ରେ ଟ୍ରେଣ୍ଡ କରିବାରେ ଲାଗିଛି ।

ବାସ୍ତବରେ ଶେୟାର କରାଯାଇଥିବା ଫଟୋରେ ସନି ଜେସିବି ଉପରେ ଛିଡ଼ା ହୋଇଥିବାର ନଜର ଆସିଛନ୍ତି । ତେବେ ଫଟୋ ଶେୟାର ହେବା ପରେ ପରେ ଏହା ଟ୍ରେଣ୍ଡିଂ କରୁଛି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସନି ଖୁବଶୀଘ୍ର ଫିଲ୍ମ ‘ବୀରମାଦେବୀ’ରେ ନଜର ଆସିବେ । ଏହି ଫିଲ୍ମ ଜରିଆରେ ସେ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ସେ ଏକ ଯୋଦ୍ଧା ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More