Only for Entertainment

ସନି ଲିଓନଙ୍କ ଏହିଫଟୋକୁ ୩ ଘଂଟାରେ ଦେଖିଲେ ଅଢେଇ ଲକ୍ଷ୍ୟରୁ ଅଧିକ ଲୋକ ।

bollywood tadka
66

ବଲିଉଡ ଅଭିନେତ୍ରୀ ସନି ଲିଓନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ନିକଟରେ ସନି ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସନି ଲେହେଙ୍ଗା ଚୋଲିରେ ନଜର ଆସିଛନ୍ତି । ଲାଇଟ ପିଙ୍କ ରଙ୍ଗର ଡ୍ରେସରେଖୁବ ସୁନ୍ଦର ଦେଖା ଯାଉଛନ୍ତି ସନି । ବାସ୍ତବରେ ସନି ଏକ ପ୍ରସିଦ୍ଧ ୱେଡିଙ୍ଗ ମାଗାଜିନ ପାଇଁ ଫଟୋସୁଟ କରିଛନ୍ତି । ତେବେ ସନି କଭର ପେଜରେ ନଜର ଆସିବେ ।

 

ଏହା ଦ୍ୱାରା ସନିଙ୍କ କ୍ଲିବେଜ ସଂପୂର୍ଣ୍ଣ ଭାବରେ ନଜର ଆସିଛି । ଏହି ଫଟୋର ଖାସକଥା ହେଉଛିଯେ ଏହାକୁ ୩ ଘଂଟାରେ ଅଢେଇ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି ।

ସନି ତାଙ୍କ ଫିଟନେସକୁ ନେଇ ଖୁବ ଜାଗ୍ରତ । ଅଧିକାଂଶ ସମୟରେ ଫଟୋ ଶେୟାର କରି ସେ ତାଙ୍କଫ୍ୟାନ୍ସଙ୍କ ସହିତ ଯୋଡ଼ି ହୋଇ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More