Only for Entertainment

ନୂଆ ବର୍ଷ ଶୂଭେଚ୍ଛା ଜଣାଇବାକୁ ବୋଲ୍ଡ ଅଭିନେତ୍ରୀ ସନି ଲିଓନି କଲେ ଭିଡିଓ ଶେୟାର, ଦେଖି ହୋଇଯିବେ ଖୁସି !

livehindustan
35

ବଲିଉଡର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନି ନିଜ ପ୍ରଶଂସକଙ୍କୁ ସୋସିଆଲ ମିଡିଆ ଜରିଆରେ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏବେ ସନ୍ନି ଫିଲ୍ମରୁ ଦୂରରେ ଅଛନ୍ତି ସତ, କିନ୍ତୁ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । ସେ ଅନେକ ସମୟରେ ନିଜ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି । ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଉଛି । ଏହି ଭିଡିଓ କାରଣରୁ ସନ୍ନି ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ନିକଟରେ ବେବି ଡଲ ନିଜ ଫ୍ୟାନ୍ସମାନଙ୍କ ପାଇଁ ଏକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ସେ ନୂଆ ବର୍ଷକୁ ଖବ ଉତ୍ସାହିତ ଥିବା ନଜର ଆସିଥିଲେ । ଭିଡିଓରେ କ୍ୟାପଶନ ଦେଇଛନ୍ତି ଏହା ହାରାହାରି ୨୦୧୯ ଅଟେ ! ଏହି ସ୍ପେଶାଲ ଡେ ପାଇଁ ମୋ ସହ ଓଲଟା ଗଣନା !

 

View this post on Instagram

 

It’s almost 2019! Countdown with me for this special day! @like_app_official #NewYearCountdown #HappyNewYear #newyear2019

A post shared by Sunny Leone (@sunnyleone) on

ଭିଡିଓରେ ଆପଣ ଦେଖିପାରୁଥିବେ ସନ୍ନି ନାଲି ରଂଗର ଡ୍ରେସ ପିନ୍ଧିଛନ୍ତି । ଯେଉଁଥିରେ ଖୁବ ସେକ୍ସି ନଜର ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ‘କରଣଜିତ କøର:ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନି ଲିଓନି’ଙ୍କ ସିଜନ ୧ ସଫଳତା ପରେ ଖୁବ ଶୀଘ୍ର ଏହାର ଦ୍ୱିତୀୟ ସିଜନ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More