Only for Entertainment

ଚୋରି କରୁଥିବା ବେଳେ କ୍ୟାମେରାରେ ଧରା ପଡିଲେ ଏହି ଅଭିନେତ୍ରୀ, ଧରା ପଡିବା ପରେ କିଛି ଏଭଳି ଦେଲେ ଜବାବ !

78

ବଲିଉଡ ଅଭିନେତ୍ରୀ ସନି ଲିଓନି କିଛି ଘଂଟା ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିଥିଲେ । ଏଥିରେ ସେ ନିଜ କ୍ରୁମେମ୍ବରଙ୍କ ସହ ମସ୍ତି କରୁଥିବାର ନଜର ଆସିଥିଲା । ଅସଲରେ ଭିଡିଓରେ ସନି କେକ ଚୋରି କରୁଥିବାର ନଜର ଆସିଛନ୍ତି । ଭିଡିଓ ସହ ସନି କ୍ୟାପଶନ ଲେଖିଛନ୍ତି –କାମ ସମୟରେ ସେ ଖୁବ ମସ୍ତି କରନ୍ତି । ଏହାପରେ ବି ତାଙ୍କୁ ଟିମ ମେମ୍ବର କେକ ଖଣ୍ଡେ ଦେଇ ନଥିଲେ, ଏହି କାରଣରୁ ସେ କେକ ଚୋରୀ କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ସନି କେକ ର ଅନେକ ଖଣ୍ଡ ନିଜ ବ୍ୟାଗରେ ରଖୁଛନ୍ତି । କିନ୍ତୁ ସନି ଧରା ପଡିଛନ୍ତି । ଧରା ପଡିବାରୁ ସନି କହିଥିଲେ ସେ ଖୁବ ପରିଶ୍ରମ କରନ୍ତି କିନ୍ତୁ ତାଙ୍କୁ ଟିମ ମେମ୍ବର କେକ ଖଣ୍ଡେ ବି ଅଫର କରୁନାହାନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଅନେକ ସମୟରେ ନିଜ ଫଟୋ କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି । ସେ ସବୁବେଳେ ଫ୍ୟାନ୍ସଙ୍କ ସହ ନିଜ ଗ୍ଲାମରସ ଫଟୋ ଏବଂ ଫନି ଭିଡିଓ ଶେୟାର କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More