Only for Entertainment

କ’ଣ ଏହିଭଳି ହେବ ମଲାୟାଲାମ ଫିଲ୍ମରେ ସନି ଲିଓନଙ୍କ ଲୁକ?

48

ବଲିଉଡ ଅଭିନେତ୍ରୀ ସନି ଲିଓନ ଖୁବଶୀଘ୍ର ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସନି ଏକ ମଲାୟାଲାମ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ନିକଟରେ ଫିଲ୍ମ ସେଟରୁ ସନି ଲିଓନଙ୍କ ଏକ ଫଟୋ ଆସିଛି । ଫଟୋରେ ସନି ମଲାୟାଲାମ ସୁପରଷ୍ଟାର ମାମୁଟିଙ୍କ ସହିତ ନଜର ଆସିଛନ୍ତି । ଫଟୋ ଦେଖି ଜଣାପଡ଼ୁଛି ବୋଧହୁଏ ଫିଲ୍ମରେ ସନି ଲିଓନଙ୍କର ଏହିଭଳି ଲୁକ ରହିବ ।

ସୁପରଷ୍ଟାର ମାମୁଟିଙ୍କ ସହିତ କାମ ମିଳିବା ସନିଙ୍କ ପାଇଁ ଏକ ବଡ଼ ବ୍ରେକ ବୋଲି କୁହାଯାଇପାରେ । ଏହି ଫିଲ୍ମ ୨୦୧୦ରେ ରିଲିଜ ହୋଇଥିବା ମଧୁରା ରାଜାର ସିକ୍ୱେଲ । ଏହି ଫିଲ୍ମ ପରେ ସନି ଲିଓନ ମଲୟାଲାମ ଫିଲ୍ମ ରଙ୍ଗୀଲାରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । କହିରଖୁଛୁଯେ ସନି ଏବେ କେତେକ ଟିଭି ଶୋ ଠାରୁ ଆରମ୍ଭ କରି ଫିଲ୍ମ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More