Only for Entertainment

ନା ନା କରି ଏଭଳି ଡ୍ୟାନ୍ସ କଲେ ସୁନିଲ ସେଟ୍ଟୀ…………………. ।

ndtv
43

ବଲିଉଡ ଆକ୍ଟର ସୁନିଲ ସେଟ୍ଟୀ ନିକଟରେ ଟିଭି ଡ୍ୟାନ୍ସ ରିଆଲିଟି ଶୋ ସୁପର ଡ୍ୟାନ୍ସର ଥ୍ରି’ରେ ପହଂଚିଥିଲେ । ଏହି ସମୟର ସୁନିଲଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓରେ ବଲିଉଡର ଆକ୍ସନ କିଙ୍ଗ ସୁନିଲ ସେଟ୍ଟ ଡ୍ୟାନ୍ସ ମୁଭସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି ।

ମଂଚରେ ପହଂଚିବା ପରେ ସୁନିଲଙ୍କୁ ଡ୍ୟାନ୍ସ କରିବା ପାଇଁ ଅନୁରୋଧ କରାଗଲା । ପ୍ରଥମେ ତ ସେ ରାଜିନଥିଲ କିନ୍ତୁ ପରମର୍ତ୍ତୀ ମୁହୁର୍ତ୍ତରେ ଜଜ ଗୀତା କପୁରଙ୍କ ସହିତ ନିଜ ଗୀତ ଝାଝାରିୟାରେ ଗକ୍ସବ ଡ୍ୟାନ୍ସ କଲେ । ଯାହାପରେ କେହି ତାଳି ମାରିବାକୁ ନିଜକୁ ଅଟଳାଇ ପାରିଲେ ନାହିଁ ।

ଶୋ’ରେ ସୁନିଲ ପିଲା ମାନଙ୍କ ସହିତ ଖୁବ ମସ୍ତି କଲେ । ଏହା ସହିତ ପିଲାଙ୍କ ସୁନେଲି ଭବିଷ୍ୟତ ପାଇଁ ମଧ୍ୟ ଖୁବ ଶୁଭକାମନା ଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More