Only for Entertainment

ଗଣ୍ଠି ମାନଙ୍କରେ ଯନ୍ତ୍ରଣା ହେଉଥିଲେ ଦୁଗ୍ଧ ସହିତ ମିଶାଇ ପିଅନ୍ତୁ ଏହି ଜିନିଷ । ଚୁଟକୀରେ ଦୂରେଇ ଯିବ ସମସ୍ୟା ।

Boldsky.com
40

ଦୁଗ୍ଧ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହା ଖାଦ୍ୟରେ ସାମିଲ କରିବା ଖୁବ ଭଲ । କାରଣ ଏହା କେବଳ ସୁସ୍ଥକର ନୁହେଁ ବରଂ ଔଷଧ ଭଳି ମଧ୍ୟ କାମ କରେ । ତେଣୁ ଦୁଗ୍ଧପାନ କରିବାକୁ ଡାକ୍ତର ମଧ୍ୟ ପରାମର୍ଶ କରନ୍ତି । ବିଶେଷ କରି ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ତେବେ ଦୁଗ୍ଧରେ କେଶର ମିଶାଇ ପିଇବା ବିଷୟରେ ତ ଆପଣ ନିହାତି ଜାଣିଥିବେ କିନ୍ତୁ ରସୁଣ ମିଶାଇ ପିଇବାର ଲାଭ ଆପଣ ଖୁବ କମ ଜାଣିଥିବେ ।

ସାୟାଟିକରେ ପିଡ଼ିତ ବ୍ୟକ୍ତି ଦୁଗ୍ଧରେ ରସୁଣ ମିଶାଇ ପିଇବା ଉଚିତ । ସାୟାଟିକରେ ପାଦଠାରୁ ଆରମ୍ଭ କରି ଅଂଟା ପର୍ଯ୍ୟନ୍ତ ଯନ୍ତ୍ରଣା ହୋଇଥାଏ । ତେଣୁ ଦୁଗ୍ଧରେ ରସୁଣ ମିଶାଇ ପିଇବା ଦ୍ୱାରା ସେହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଛୁଆ ଜନ୍ମ ଦେବା ପରେ ମା ଦୁଗ୍ଧରେ ରସୁଣ ମିଶାଇ ପିଇବା ଉଚିତ । କାରଣ ଏହା ଦ୍ୱାରା ସ୍ତନ୍ୟପାନ କରିବାରେ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ଦୁଗ୍ଧ ମଧ୍ୟ ସୃଷ୍ଟି ହୋଇଥାଏ ।

ଏହାକୁ ପିଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟରେ ସୁଧାର ଆସିଥାଏ । ଏହା ପେଟର ବିଭିନ୍ନ ସମସ୍ୟା ଦୂର କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More