Only for Entertainment

ପ୍ରାଇଭେଟ ପାର୍ଟ୍ସ ପାଖରୁ ଖସିବାକୁ ଲାଗିଲା ଡ୍ରେସ, ତାପରେ କଣ ହେଲା ଜାଣନ୍ତୁ ।

dainik bhaskar
0 99

ଗତ କିଛି ଦିନ ତଳେ ମୁମ୍ବାଇ ହୋଟେଲ ତାଜରେ ଜିକ୍ୟୁ ଷ୍ଟାଇଲ ଆମ୍ବାସାଡାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ବଲିଉଡ ଅଭିନେତ୍ରୀ ସୁରଭିନ ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ସେ ଏକ କଳା ରଂଗର ଗାଉନ ପରିଧାନ କରି ଆସିଥିଲେ , ଯେଉଁଥିରେ ସେ ଖୁବ ଗ୍ଲାମରସ ନଜର ଆସିଥିଲେ ।

surveen-event_1522566541

ମାତ୍ର ଏହି ଡ୍ରେସ ସହ ରେଡ କାରପେଟରେ ଚାଲିବା ତାଙ୍କ ପକ୍ଷେ ସହଜ ନଥିଲା । ବାରମ୍ବାର ଗାଉନକୁ ସଜାଡୁଥିବାର ଦେଖିବାକୁ ମିଳିଥିଲେ ସୁରଭିନ । ଗାଉନଟି ଟ୍ୟୁବ ପାର୍ଟନ ଥିଲା ଢିଲା ହେବା କାରଣରୁ ବାରମ୍ବାର ଖସି ଯାଉଥିଲା ।

surveen-event3_1522566533

ଏହି ଇଭେଂଟରେ ସାହିଦ କାପୁର, ଆଲିଆ ଭଟ୍ଟ, ନିଧି ଅଗ୍ରୱାଲ, ଅକ୍ଷୟ କୁମାର, ହୁମ୍ମା ଖୁରେସିଙ୍କ ଭଳି ଅନେକ କଳାକାର ଯୋଗ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More