Only for Entertainment

ବଲିଉଡ ଅଭିନେତ୍ରୀ ସୁରଭିନ ଚାୱଲାଙ୍କ ବଡ଼ ଖୁଲାସା, ନିର୍ଦ୍ଦେଶକ ମୋ ଜଙ୍ଘ ଦେଖିବାକୁ……………

hindirush
225

ବଲିଉଡରେ କାଷ୍ଟିଙ୍ଗ କାଉଚ କଥା ଉଠିବା କୌଣସି ବଡ଼ କଥା ନୁହେଁ । ଗତବର୍ଷ ମି ଟୁ ମୁଭମେଂଟରେ କେତେକ କଳା ଚେହେରାରୁ ପରଦା ଉଠିଥିଲା । ଯେଉଁଥିରେ ଫସିଥିଲେ ଜଣାଶୁଣା ପ୍ରସିଦ୍ଧ ସେଲିବ୍ରେଟୀ । ନିକଟରେ ବିଦ୍ୟା ବାଲାନ ଏବଂ ଜରିନ ଖାନ ମଧ୍ୟ କେତେକ କଥାର ଖୁଲାସା କରିଥିଲେ । ଏବେ ସାକ୍ରେଡ ଗେମ୍ସ ଅଭିନେତ୍ରୀ ସୁରଭିନ ଚାୱଲା ମଧ୍ୟ କିଛି କଥାରୁ ପରଦା ଉଠାଇଛନ୍ତି ।

ଏକ ମିଡିଆ ରିପୋର୍ଟ ଅନୁସାରେ ସୁରଭିନ ଚାୱଲା ତାଙ୍କ ପୁରୁଣା ଦିନକୁ ମନେ ପକାଇ କହିଛନ୍ତିଯେ ବଲିଉଡର ଦୁଇ ଜଣ ପ୍ରସିଦ୍ଧ ନିର୍ଦ୍ଦେଶକ ମଧ୍ୟ ସୁରଭିନଙ୍କ ସହିତ କିଛି ସେହିଭଳି କରିଥିଲେ । ସୁରଭିନ କହିଛନ୍ତିଯେ ଜଣେ ନିର୍ଦ୍ଦେଶକ ତାଙ୍କ କ୍ଲିବେଜ ଦେଖିବାକୁ ଚାହୁଁଥିଲେ ଏବଂ ଅନ୍ୟ ଜଣେ ତାଙ୍କ ଜଙ୍ଘ ଦେଖିବାକୁ ଚାହୁଁଥିଲେ । କହିରଖୁଛୁ ଦୁଇଜଣ ନିର୍ଦ୍ଦେଶକଙ୍କ ନାମ ମି ଟୁ’ରେ ସାମ୍ନାକୁ ଆସିଥିଲା ।

ତେବେ ଥରେ କିମ୍ବା ଦୁଇଥର ନୁହେଁ ବରଂ ୫ ଥର କାଷ୍ଟିଙ୍ଗ କାଉଚର ସାମ୍ନା କରି ସାରିଥିବା କହିଛନ୍ତି ସୁରଭିନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More