Only for Entertainment

କୃତି ସାନନଙ୍କ ପାଇଁ ଆଭେଞ୍ଜର୍ସ ଏଣ୍ଡଗେମ ସ୍କ୍ରିନିଂ ମଝିରୁ ଥିଏଟର ଛାଡ଼ି ଚାଲିଗଲେ ସୁଶାନ୍ତ ସିଂ ।

bollywood tadka
27

ଗତକାଲି ମୁମ୍ବାଇରେ ହଲିଉଡ ଫିଲ୍ମ ଆଭେଞ୍ଜର୍ସ ଏଣ୍ଡଗେମା ଖାସ ସ୍କ୍ରିନିଂ ରଖା ଯାଇଥିଲା । ଏହି ସ୍କ୍ରିନିଂରେ ଅକ୍ଷୟ କୁମାର, ଟ୍ୱିଙ୍କଲ ଖାନ୍ନା, ଦିଶା ପାଟନୀ, ତାରା ସୁତାରିୟା ଏବଂ ଅଦା ଶର୍ମା ଭଳି ତାରକା ସାମିଲ ହୋଇଥିଲେ । କେବେ ରିଲେସନସିପରେ ରହିଥିବା ସୁଶାନ୍ତ ସିଂ ରାଜପୂତ ଏବଂ କୃତି ସାନନ ମଧ୍ୟ ପହଂଚିଥିଲେ । ସବୁଠାରୁ ଅଜବ କଥା ହେଉଛି ଶୋ ମଝିରେ ସୁଶାନ୍ତ ବାହାରକୁ ଚାଲିଗଲେ ।

ବାସ୍ତବରେ କୃତି ସୁଶାନ୍ତଙ୍କ ପୂର୍ବରୁ ତାଙ୍କ ଭଉଣୀଙ୍କ ସହିତ ପହଂଚିଥିଲେ । ତେଣୁ ଦୁଇଜଣଙ୍କ ସାମ୍ନାସାମ୍ନି ହେଲା ନାହିଁ । କିନ୍ତୁ ସୁଶାନ୍ତଙ୍କୁ ବୋଧହୁଏ ଲାଗିଲାଯେ ଥିଏଟରରୁ ବାହାରକୁ ଯିବାବେଳେ ହୁଏତ କୃତିଙ୍କ ସାମ୍ନାକୁ ଆସିଯାଇପାରନ୍ତି ଏବଂ ଆଭୋଏଡ କରିବା ସମସ୍ୟା ହୋଇଯିବ । ତେଣୁ ସୁଶାନ୍ତ ଇଂଟରଭାଲର ୧୫ ମିନିଟ ପୂର୍ବରୁ ଥିଏଟରରୁ ବାହାରି ଯାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More