Only for Entertainment

ସୁଶାନ୍ତ ସିଂ ରାଜପୁତ ନେଲେ ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ଲିଫ୍ଟ !

28

ସୁଶାନ୍ତ ସିଂ ରାଜପୁତ ଫିଲ୍ମ ଇଣ୍ଡଷ୍ଟ୍ରିର ବଳିଷ୍ଠ କଳାକାର ରୁପରେ ନିଜର ପରିଚୟ ବନାଇ ସାରିଛନ୍ତି । ତାଙ୍କ ଖାତାରେ କେଦାରନାଥ, ଏମଏସଧୋନି, ରାବ୍ତା ଏବଂ ପିକେ ଭଳି ରହିଛି । ତାଙ୍କର ଲାଟେଷ୍ଟ ଫିଲ୍ମ ସୋନଚିଡିଆ ରିଲିଜ ହୋଇ ସାରିଲାଣି । ଯାହାର କ୍ରିଟିକ୍ସ ଏବଂ କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ସୁଶାନ୍ତ ସିଂ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଏଥର କାରଣ ତାଙ୍କର ଫିଲ୍ମ ନୁହେଁ ବରଂ ଏକ ଫଟୋ ।

ସୁଶାନ୍ତଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ସେ ଏକ ଅଜଣା ବ୍ୟକ୍ତି ଠାରୁ ସାହାଯ୍ୟ ମାଗି ତାଙ୍କ ଗାଡିରେ ବସି ଯାଉଛନ୍ତି । ରିପୋର୍ଟ ମୁତାବକ ସେ ଯେତେବେଳେ ମୁମ୍ବାଇର ବାନ୍ଦ୍ରାରେ ବୁଲୁଥିଲେ ସେତେବେଳେ ସାହାଯ୍ୟ ମାଗିଥିଲେ । ଏହା ଦେଖି ଅନୁମାନ ହେଉଛି ଯେ ସେ କେତେ ଡାଉନ ଟୁ ଆର୍ଥ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More