Only for Entertainment

ସୁଷ୍ମିତା ସେନଙ୍କ ଫ୍ୟାମିଲି ଫଟୋରେ ପୁଣି ନଜର ଆସିଲେ ବଏଫ୍ରେଣ୍ଡ ରୋହମନ ଶଲ ।

aajtak
24

ଅଭିନେତ୍ରୀ ସୁଷ୍ମିତା ସେନ ଏବଂ ବଏଫ୍ରେଣ୍ଡ ରୋହମନ ଶଲଙ୍କ ମଧ୍ୟରେ ଦିନକୁ ଦିନ ସଂପର୍କ ବଢିବାରେ ଲାଗିଛି । ଅଧିକାଂଶ ସମୟରେ ରୋହମନଙ୍କୁ ସୁଷ୍ମିତାଙ୍କ ପରିବାର ସହିତ ଦେଖିବାକୁ ମିଳୁଛି । ନିକଟ ଅତୀତରେ ସୁଷ୍ମିତାଙ୍କ ଜନ୍ମଦିନରେ ରୋହମନଙ୍କୁ ତାଙ୍କ ପରିବାର ସହିତ ଖୁବ ନିକତର ଭାବରେ ଦେଖିବାକୁ ମିଳିଥିଲା । ନିକଟରେ ପୁଣିଥରେ ତାଙ୍କୁ ସୁଷ୍ମିତାଙ୍କ ପରିବାର ସହିତ ସ୍ପଟ କରାଯାଇଛି ।

ସୁଷ୍ମିତା ରୋହମନଙ୍କୁ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । କିନ୍ତୁ ଏହି କଥାରେ ପୂର୍ଣ୍ଣଛେଦ ଦେଇଥିଲେ ସୁଷ୍ମିତା । ସେ କହିଛନ୍ତିଯେ ସେ ବିବାହ କରୁନାହାଁନ୍ତି । ତଥାପି ଦୁଇ ଜଣଙ୍କୁ ବାରମ୍ବାର ସ୍ପଟ କରାଯିବାରୁ ଫ୍ୟାନ୍ସଙ୍କ ଉତ୍ସାହ ଅଧିକ ବଢିଯାଇଛି ଦୁଇଜଣଙ୍କ ସଂପର୍କ ବିଷୟରେ ଜାଣିବା ପାଇଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More