Only for Entertainment

୪୨ ବର୍ଷରେ ସୁଷ୍ମିତା ଦେଖାଇଲେ ବ୍ୟାକ ମସଲ୍ସ । ସେକ୍ସି ଫଟୋ ଦେଖି ନିଜକୁ ଜିମ ଯିବାଠାରୁ ରୋକିପାରିବେ ନାହିଁ ଆପଣ ।

bollywood tadka
49

ଅଭିନେତ୍ରୀ ସୁଷ୍ମିତା ସେନ ଦୀର୍ଘ ସମୟ ଧରି ଫିଲ୍ମ ଦୁନିଆରୁ ଦୂରେଇ ଅଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ ଓ ଅଧିକାଂଶ ସମୟ ସେ ସାଙ୍ଗ ମାନଙ୍କ ସହିତ ଫଟୋ ସେୟାର କରନ୍ତି ।

ନିକଟରେ ସୁଷ୍ମିତା ତାଙ୍କ ଇଂଷ୍ଟା ଆକାଉଂଟରେ ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ବ୍ୟାକ ମସଲ୍ସ ଦେଖାଉଥିବାର ନଜର ଆସିଛନ୍ତି । ତାଙ୍କର ସେକ୍ସି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେ କ୍ୟାପ୍ସନରେ ଲେଖିଛନ୍ତି ଭଲ ଫଳାଫଳ ପାଇଁ ଛୋଟ ଛୋଟ ପରିଶ୍ରମ କରିବାକୁ ପଡ଼ିଥାଏ । ତାଙ୍କର ଏହି ଅନ୍ଦାଜକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି । କିଛି ଘଂଟା ପୂର୍ବରୁ ସେୟାର ହୋଇଥିବା ଏହି ଫଟୋକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୪୯ ହଜାର ୭୩୨ ରୁ ଅଧିକ ଲାଇକ୍ସ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More