Only for Entertainment

ଖାସ୍ ଅନ୍ଦାଜରେ ବୟଫ୍ରେଣ୍ଡ ରୋହମନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଷ୍ମିତା ସେନ

India TV
22

ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନ ଏବେ ନିଜ ରିଲେସନସିପକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ବୟଫ୍ରେଣ୍ଡ ରୋହମନ ସଲଙ୍କ ସହିତ ଅନେକ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଛି ଏବଂ ଦୁହେଁ ଖୋଲାଖୋଲି ଭାବେ ନିଜର ଭଲ ପାଇବାକୁ ପ୍ରକାଶ କରୁଛନ୍ତି । ଫିଲ୍ମ ଠାରୁ ଦୂରରେ ରହିଥିବା ସୁସ୍ମିତା ଏବେ ନିଜର ପର୍ସନାଲ ଲାଇଫରେ ବ୍ୟସ୍ତ ଅଛନ୍ତି । ନିକଟରେ ବୟଫ୍ରେଣ୍ଡଙ୍କ ଜନ୍ମଦିନରେ ସୁଷ୍ମିତା ଏକ ଭିଡିଓ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଚା ଜଣାଇଥିଲେ ।

ଭଡିଓରେ ରୋହମନ ଏବଂ ସୁଷ୍ମିତାଙ୍କ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଛି । ଦୁହେଁ ଭିଡିଓରେ ଏକ୍ସରସାଇଜ କରୁଥିବାର ନଜର ଆସିଛନ୍ତି । ଭିଡିଓ ସେୟାର କରିବା ସହିତ ରୋହମାନ ଜନ୍ମଦିନ ପାଳନ କରିବାର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଦେଖନ୍ତୁ ଭିଡିଓ ଏବଂ ଫଟୋ-

sushmita

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More