Only for Entertainment

ହିନ୍ଦୁ ରୀତି-ନୀତିରେ ବିବାହ କଲେ ସୁଷ୍ମିତା ସେନଙ୍କ ଭାଇ, ସାମ୍ନାକୁ ଆସିଲା ଫଟୋ ଏବଂ ଭିଡିଓ

India Today
6

ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ ଟିଭି ଅଭିନେତ୍ରୀ ଚାରୁ ଅସୋପାଙ୍କ ସହିତ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜୀବ ୧୬ ଜୁନରେ ଗୋଆରେ ହିନ୍ଦୁ ରୀତି ନୀତିରେ ବିବାହ କରିଛନ୍ତି । ଏହା ପୂର୍ବରୁ ଏ ହି କପଲ ରାଜସ୍ଥାନୀ ଏବଂ ବଙ୍ଗାଳୀ ରୀତି ନୀତିରେ ବିବାହ କରିଛନ୍ତି ।

 

 

View this post on Instagram

 

?????

A post shared by Chintan Asopa ?? (@chintanasopa) on

ଏହି ନ୍ୟୁଲି ୱେଡ କପଲଙ୍କ ବିବାହର ଭିଡିଓ ଏବଂ ଫଟୋ ଚାରୁଙ୍କ ଭଉଣୀ ଚିନ୍ତନ ଅସୋପା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଗୁଡିକରେ ନ୍ୟୁଲି ୱେଡ କପଲ ଖୁବ ସୁନ୍ଦର ଦେଖାଯାଉଛନ୍ତି ।

 

 

View this post on Instagram

 

A post shared by Chintan Asopa ?? (@chintanasopa) on

ବିବାହରେ ଚାରୁ ଲାଲ ଲେହେଙ୍ଗାରେ ନଜର ଆସିଥିବା ବେଳେ ରାଜୀବ ହ୍ୱାଇଟ ସେରୱାନୀରେ ଖୁବ ହ୍ୟାଣସମ ଲାଗୁଥିଲେ । ବିବାହରେ ସୁଷ୍ମିତା ମଧ୍ୟ ଉପସ୍ଥିତ ଥିଲେ । ବିବାହ ପରେ ପୂରା ପରିବାର ଏକା ସହିତ ଫଟୋ ଉଠାଇଥିଲେ । ବିବାହର ଫଟୋ ସହିତ ରାଜୀବଙ୍କ ହଳଦୀ ସେରେମୋନୀର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଛାଇ ରହିଛି ।

ଦେଖନ୍ତୁ ଆଉ କିଛି ଫଟୋ ଓ ଭିଡିଓ –

 

View this post on Instagram

 

A post shared by Chintan Asopa ?? (@chintanasopa) on

 

View this post on Instagram

 

A post shared by Chintan Asopa ?? (@chintanasopa) on

 

View this post on Instagram

 

A post shared by Chintan Asopa ?? (@chintanasopa) on

 

View this post on Instagram

 

???

A post shared by Chintan Asopa ?? (@chintanasopa) on

 

View this post on Instagram

 

A post shared by Chintan Asopa ?? (@chintanasopa) on

 

View this post on Instagram

 

#rajakibittu ???????????

A post shared by Chintan Asopa ?? (@chintanasopa) on

 

View this post on Instagram

 

#rajakibittu

A post shared by Chintan Asopa ?? (@chintanasopa) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More