Only for Entertainment

ହିନ୍ଦୁ ରୀତି-ନୀତିରେ ବିବାହ କଲେ ସୁଷ୍ମିତା ସେନଙ୍କ ଭାଇ, ସାମ୍ନାକୁ ଆସିଲା ଫଟୋ ଏବଂ ଭିଡିଓ

India Today
17

ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ ଟିଭି ଅଭିନେତ୍ରୀ ଚାରୁ ଅସୋପାଙ୍କ ସହିତ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜୀବ ୧୬ ଜୁନରେ ଗୋଆରେ ହିନ୍ଦୁ ରୀତି ନୀତିରେ ବିବାହ କରିଛନ୍ତି । ଏହା ପୂର୍ବରୁ ଏ ହି କପଲ ରାଜସ୍ଥାନୀ ଏବଂ ବଙ୍ଗାଳୀ ରୀତି ନୀତିରେ ବିବାହ କରିଛନ୍ତି ।

 

 

View this post on Instagram

 

?????

A post shared by Chintan Asopa ?? (@chintanasopa) on

ଏହି ନ୍ୟୁଲି ୱେଡ କପଲଙ୍କ ବିବାହର ଭିଡିଓ ଏବଂ ଫଟୋ ଚାରୁଙ୍କ ଭଉଣୀ ଚିନ୍ତନ ଅସୋପା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଗୁଡିକରେ ନ୍ୟୁଲି ୱେଡ କପଲ ଖୁବ ସୁନ୍ଦର ଦେଖାଯାଉଛନ୍ତି ।

 

 

View this post on Instagram

 

A post shared by Chintan Asopa ?? (@chintanasopa) on

ବିବାହରେ ଚାରୁ ଲାଲ ଲେହେଙ୍ଗାରେ ନଜର ଆସିଥିବା ବେଳେ ରାଜୀବ ହ୍ୱାଇଟ ସେରୱାନୀରେ ଖୁବ ହ୍ୟାଣସମ ଲାଗୁଥିଲେ । ବିବାହରେ ସୁଷ୍ମିତା ମଧ୍ୟ ଉପସ୍ଥିତ ଥିଲେ । ବିବାହ ପରେ ପୂରା ପରିବାର ଏକା ସହିତ ଫଟୋ ଉଠାଇଥିଲେ । ବିବାହର ଫଟୋ ସହିତ ରାଜୀବଙ୍କ ହଳଦୀ ସେରେମୋନୀର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଛାଇ ରହିଛି ।

ଦେଖନ୍ତୁ ଆଉ କିଛି ଫଟୋ ଓ ଭିଡିଓ –

 

View this post on Instagram

 

A post shared by Chintan Asopa ?? (@chintanasopa) on

 

View this post on Instagram

 

A post shared by Chintan Asopa ?? (@chintanasopa) on

 

View this post on Instagram

 

A post shared by Chintan Asopa ?? (@chintanasopa) on

 

View this post on Instagram

 

???

A post shared by Chintan Asopa ?? (@chintanasopa) on

 

View this post on Instagram

 

A post shared by Chintan Asopa ?? (@chintanasopa) on

 

View this post on Instagram

 

#rajakibittu ???????????

A post shared by Chintan Asopa ?? (@chintanasopa) on

 

View this post on Instagram

 

#rajakibittu

A post shared by Chintan Asopa ?? (@chintanasopa) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More