Only for Entertainment

ର‌୍ୟୁମର୍ଡ଼ ବଏଫ୍ରେଣ୍ଡ ସହିତ ଫଟୋ ପୋଷ୍ଟ କରି ପୁଣିଥରେ ଚର୍ଚ୍ଚାରେ ସୁଷ୍ମିତା ।

bollywood tadka
21

ଅଭିନେତ୍ରୀ ସୁଷ୍ମିତା ସେନ ଏବେ ର‌୍ୟୁମର୍ଡ଼ ବଏଫ୍ରେଣ୍ଡ ରୋହମନ ଶଲଙ୍କ ସହିତ ନିଜ ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । କେବେ କେବେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଯାଏ । ନିକଟରେ ପୁଣିଥରେ ସୁଷ୍ମିତା ସେନ ବଏଫ୍ରେଣ୍ଡ ସହିତ ଫଟୋ ଶେୟାର କରି ଚର୍ଚ୍ଚାରେ ଅଛନ୍ତି । ଫଟୋରେ ଦୁଇ ଜଣଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଫ୍ୟାନ୍ସ ମଧ୍ୟ ଏହି ଫଟୋକୁ ଖୁବ ପସନ୍ଦ କରୁଛନ୍ତି ।

 

View this post on Instagram

 

#thebeckoning @rohmanshawl ❤️#us ?

A post shared by Sushmita Sen (@sushmitasen47) on

୪୨ ବର୍ଷର ସୁଷ୍ମିତା ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅଧିକାଂଶ ସମୟରେ ଏବେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଜର ଦମଦାର ଫିଜକ୍ସରେ ପୁଅଙ୍କୁ ମଧ୍ୟ ଚ୍ୟାଲେଂଚ ଦେଉଛନ୍ତି ସୁଷ୍ମିତା । ସବୁଠାରୁ ଖାସ କଥା ହେଉଛି ତାଙ୍କୁ ରୂପେଲି ପରଦାରେ ଦେଖିବା ପାଇଁ ଲୋକ ଚାହିଁ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More