Only for Entertainment

ବଏଫ୍ରେଣ୍ଡ ସହିତ ବିବାହକୁ ନେଇ ନୀରବତା ଭାଙ୍ଗିଲେ ସୁଷ୍ମିତା ସେନ ।

bollywood tadka
30

ସୁଷ୍ମିତା ସେନ ଏବେ ତାଙ୍କ ଲଭ ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ହେବ ସେ ମଡେଲ ରୋମଲ ଶଲଙ୍କୁ ଡେଟ କରୁଛନ୍ତି । ସୁଷ୍ମିତା ତାଙ୍କ ସଂପର୍କକୁ ପବ୍ଲିକ କରି ଦେଇଛନ୍ତି । କିଛି ଦିନ ପୂର୍ବରୁ ସେ ରୋହମନଙ୍କ ସହିତ ଏକ ଫଟୋ ଶେୟାର କରି୍ଥିଲେ । ଏହା ସହିତ ଦୁଇ ଜଣଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ତେବେ ଏହି କଥାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଶ୍ୱ ସୁନ୍ଦରୀ ।

ବାସ୍ତବରେ ସୁଷ୍ମିତା ସେନ ଦିପାବଳୀ ମୌକାରେ ରୋହମନଙ୍କ ସହିତ ଏକ ଫଟୋ ଶେୟାର କରିଥିଲେ । ଫଟୋରେ ଦୁଇଜଣଙ୍କର ରୋମାଂଟିକ ଫଟୋ ଶେୟାର କରିଥିଲେ । ଫଟୋରେ ସୁଷ୍ମିତାଙ୍କ ଦୁଇ ଝିଅ ମଧ୍ୟ ନଜର ଆସିଥିଲେ । ଏହି ଫଟୋ ପରେ ଦୁଇଜଣଙ୍କର ବିବାହକୁ ନେଇ ଚର୍ଚ୍ଚା ଚାଲିଛି ।

 

ଏହି ମଧ୍ୟରେ ସୁଷ୍ମିତା ତାଙ୍କ ହୃଦୟର କଥା କହିଛନ୍ତି । ସେ ଏକ ଭିଡ଼ିଓ ଶେୟାର କରିଛନ୍ତି । ସେଥିରେ ସେ ଏକ୍ସରସାଇଜ କରୁଥିବାର ନଜର ଆସିଛନ୍ତି । ସେ ଲେଖିଛନ୍ତି ମୋ ବିଷୟରେ ଯେତେ କଥାବାର୍ତ୍ତା ହେଉଛି ସବୁ ବ୍ୟର୍ଥ ।ଏବେ ବିବାହର କୌଣସି ଉଦ୍ଦେଶ୍ୟ ନାହିଁ ।ମୁଁ ମୋ ସତ ଲେଖୁଛି,ସମସ୍ତଙ୍କୁ ଭଲପାଇବା ।

କହିରଖୁଛୁଯେ ଯଦିଓ ସୁଷ୍ମିତା ଲାଇମଲାଇଟ ଠାରୁ ଦୂରରେ ଅଛନ୍ତି ତଥାପି ସେ ନିଜର ଅଫେୟର ଏବଂ ଲୁକକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ସେ ଜଣେ ସିଙ୍ଗଲ ମଦର । ସେ ଦୁଇ ଜଣ ଛୁଆକୁ ଆଡପ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More