Only for Entertainment

ସୁଷ୍ମିତା ସେନଙ୍କ ଝିଅ ସହିତ ଗୀତ ଗାଉ ଥିବାର ନଜର ଆସିଲେ ରୋହମନ ଶଲ

91

ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନ ଦୀର୍ଘ ସମୟ ଧରି ରୂପେଲି ପରଦାରୁ ଦୂରେଇ ଅଛନ୍ତି । ସେ ଏକାଧିକ ଫିଲ୍ମରେ ନଜର ଆସି ସାରିଛନ୍ତି । ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି ସୁଷ୍ମିତା । ଏହା ସହିତ ଲଗାତାର ସେ ଫଟୋ ଏବଂ ଭିଡ଼ିଓ ଶେୟାର କରିଥାନ୍ତି ।

 


ସୁଷ୍ମିତା ତାଙ୍କ ବଏଫ୍ରେଣ୍ଡ ରୋହମନ ଶଲଙ୍କ ସହିତ କେତେକ ଫଟୋ ଶେୟାର କରିଥାନ୍ତି । ଇଂଷ୍ଟାଗ୍ରାମରେ ରୋହମନ ଏବଂ ସୁଷ୍ମିତାଙ୍କ ଭଲ ବଣ୍ଡିଂ ମଧ୍ୟ ନଜର ଆସିଥାଏ । ନିକଟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସୁଷ୍ମିତାଙ୍କ ଝିଅ ସୁଷ୍ମିତାଙ୍କ ବଏଫ୍ରେଣ୍ଡ ରୋହମନ ଶଲଙ୍କ ସହିତ ଗୀତ ଗାଉ ଥିବାର ନଜର ଆସିଛି । ତେବେ ଏହି କ୍ୟୁଟ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More