Only for Entertainment

ବଏଫ୍ରେଣ୍ଡ ରୋହମନ ସହିତ ପୁଣି ଏୟାରପୋର୍ଟରେ ନଜର ଆସିଲେ ସୁଷ୍ମିତା ସେନ, କ୍ୟୁଟ ବଣ୍ଡିଂ ଦେଖି ଆପଣ ମଧ୍ୟ କହିବେ… ।

bollywood tadka
28

ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନ ଏବେ ନିଜ ଠାରୁ ୧୬ ବର୍ଷ କମ ବଏଫ୍ରେଣ୍ଡ ରୋହମନ ଶଲଙ୍କୁ ଡେଟ କରୁଛନ୍ତି । ଅଧିକାଂଶ ସମୟରେ ଦୁଇଜଣଙ୍କର କ୍ୟୁଟ ବଣ୍ଡିଂ ଦେଖିବାକୁ ମିଳେ । ନିକଟରେ ଦୁଇଜଣଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଛି । ସୁଷ୍ମିତା ହସି ହସି ମିଡିଆକୁ ପୋଜ ଦେଇଛନ୍ତି ।

ଦୁଇଜଣଙ୍କ କ୍ୟୁ ବଣ୍ଡିଂକୁ ଆପଣ ମଧ୍ୟ ଖୁବ ପ୍ରଶଂସା କରିବେ । ସବୁଠାରୁ ଖାସ କଥା ହେଉଛି ସୋସିଆଲ ମିଡିଆରେ ଉଭୟ ପରସ୍ପର ପ୍ରତି ପ୍ରେମ ଦେଖାଇଥାନ୍ତି । ଏହା ସହିତ ଦୁଇଜଣ ସବୁବେଳେ ହସ ହସ ଚେହେରାରେ ନଜର ଆସନ୍ତି ।

ଯଦିଓ ସୁଷ୍ମିତା ଏବେ ବଡ଼ ପରଦା ଠାରୁ ଦୂରେଇ ଅଛନ୍ତି ତଥାପି ସେ ରୋହମନଙ୍କ ସହିତ ଅଫେୟରକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଏହା ସହିତ କହିରଖୁଛୁଯେ ସୁଷ୍ମିତା ଜଣେ ସିଙ୍ଗଲ ମଦର । ସେ ରେନି ଏବଂ ଅଲିସାହ ସେନ ନାମକ ଦୁଇ ଝିଅକୁ କୋଳେଇ ନେଇଛନ୍ତି । ତେବେ ୪୨ ବର୍ଷର ସୁଷ୍ମିତା ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More