Only for Entertainment

ହ୍ୟାଣ୍ଡସମ ବଏଫ୍ରେଣ୍ଡଙ୍କ ସହିତ ସ୍ପଟ ହେଲେ ସୁଷ୍ମିତା ସେନ,ଆପଣ ଦେଖିଲେ ମଧ୍ୟ କହିବେ ‘ରବ ନେ ବନା ଦି ଯୋଡ଼ି’ ।

bollywood tadka
30

ନିକଟରେ ବଲିଉଡ ଅଭିନେତ୍ରୀ ସୁଷ୍କିତା ସେନଙ୍କ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ସେ ବଏଫ୍ରେଣ୍ଡ ରୋହମନ ସାଲଙ୍କ ସହିତ ନଜର ଆସିଛନ୍ତି । କଳା ଏବଂ ଧଳା ଡ୍ରେସ କମ୍ବିନେସନ ସହିତ କଳା ଚଷମାରେ ଦୁଇ ଜଣଙ୍କ ଯୋଡ଼ି ଖୁବ ଆକର୍ଷଣୀୟ ଅନୁଭବ ହେଉଛି ।

୪୨ ବର୍ଷର ସୁଷ୍ମିତା ନିଜ ଫିଟନେସକୁ ନେଇ ଖୁବ ଆକ୍ଟିଭ । ଅଧିକାଂଶ ସମୟ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫିଟନେସ ମାମଲାରେ ସେ ସମସ୍ତଙ୍କୁ ଟକ୍କର ଦେଉଛନ୍ତି । କେବଳ ସେତିକି ନୁହେଁ ଏବେ ମଧ୍ୟ ତାଙ୍କ ଲୁକ ଏବଂ ଷ୍ଟାଇଲକୁ ନେଇ ଲୋକ ଖୁବ ଦିୱାନା । ଏହା ସହିତ ତାଙ୍କୁ ରୂପେଲି ପରଦାରେ ଦେଖିବାକୁ ଦର୍ଶକ ଖୁବ ଅପେକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More