Only for Entertainment

୮ ଦିନ ପରେ ସାମ୍ନାକୁ ଆସିଲା ସୁଷ୍ମିତାଙ୍କ ଜନ୍ମଦିନ ଫଟୋ,ମା ଏବଂ ଝିଅ ମାନଙ୍କ ସାମ୍ନାରେ ହେଲେ ରୋମାଂଟିକ ।

amarujala
49

ସୁଷ୍ମିତା ସେନ ଏହି ଦିନ ମାନଙ୍କରେ ନିଜ ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି ।ସୁଷ୍ମିତା କାଶ୍ମୀରର ରୋମନ ଶଲଙ୍କ ପ୍ରେମରେ ପଡ଼ିଥବା ଚର୍ଚ୍ଚା ହେଉଛି ।ନିକଟରେ ସୁଷ୍ମିତା ତାଙ୍କ ୪୩ ତମ ଜନ୍ମଦିନ ବଏଫ୍ରେଣ୍ଡ ରୋମନ ଏବଂ ମା ଓ ତାଙ୍କ ଦୁଇ ଝିଅଙ୍କ ସହିତ ସେଲିବ୍ରେଟ କରିଛନ୍ତି ।୧୯ ନଭେମ୍ବରକୁ ସୁଷ୍ମିତାଙ୍କ ଜନ୍ମଦିନ ଥିଲା,କିନ୍ତୁ ଏବେ ଫଟୋ ସାମ୍ନାକୁ ଆସିଲା ।କେକରେ ଲେଖାଯାଇଥିବା ମେସେଜରୁ ଜଣାପଡ଼ୁଛି ଏହା ରୋମନଙ୍କ ତରଫରୁ ଥିଲା ।କେକ ଉପରେ ଲେଖାଥିଲା ହାପି ବର୍ଥଡେ ସୁଇଟି ୧୬ । ଜନ୍ମଦିନର କେତେକ ଫଟୋ ସୁଷ୍ମିତା ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଏକ ଫଟୋରେ ସୁଷ୍ମିତା ତାଙ୍କ ମା’ଙ୍କ କୋଳରେ ବସିଥିବା ନଜର ଆସିଛନ୍ତି ।

ଅନ୍ୟ ସମସ୍ତ ଫଟୋରେ ସୁଷ୍ମିତା ତାଙ୍କ ବଏଫ୍ରେଣ୍ଡ ରୋମନଙ୍କ ସହିତ ମସ୍ତୀ କରୁଥିବାର ନଜର ଆସିଛନ୍ତି ।

କେକ ଉପରେ ରୋମନ ଏବଂ ସୁଷ୍ମିତାଙ୍କ ଫଟୋ ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More