Only for Entertainment

ରିଲିଜ ହେଲା ‘ହାପି ଫିର୍ ଭାଗ ଜାଏଗି’ର ଡ୍ୟାନ୍ସ ନମ୍ବର୍ ‘ସ୍ୱାଗ୍ ସାହା ନହି ଜାଏ’ ।

BizAsia
0 27

ଆଗାମୀ କମେଡି ଫିଲ୍ମ ‘ହାପି ଫିର୍ ଭାଗ ଜାଏଗି’ର ଡ୍ୟାନ୍ସ ନମ୍ବର୍ ‘ସ୍ୱାଗ୍ ସାହା ନହି ଜାଏ’ ମୁକ୍ତିଲାଭ କରିଛି । ଗୀତରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ସୋହେଲ୍ ସେନ ଏହି ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା କଣ୍ଠଦାନ କରିଛନ୍ତି ସୋହେଲ୍ ସେନ୍, ସହଦାବ୍ ଫରିଦି, ଏବଂ ନେହା ବାସିନ୍ । ଏହି ଗୀତକୁ ବର୍ତ୍ତମାନ ଶୁଦ୍ଧା ୫ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି । ଫିଲ୍ମରେ ସୋନାକ୍ଷୀ ସିହ୍ନା, ଜିମି ସରଗିଲ୍, ଜସି ଗିଲ୍ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ୩୧ ଅଗଷ୍ଟରେ ମୁକ୍ତିଲାଭ କରିବ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More