Only for Entertainment

ଫିଲ୍ମରେ ସ୍ମୋକିଂ ଦୃଶ୍ୟକୁ ନେଇ ଚିନ୍ତିତ ହେଲେ ସ୍ୱରା ଭାସ୍କର । କହିଲେ କେବେ ମଧ୍ୟ କରିବେ ନାହିଁ ଏହି କାମ ।

aajtak
0 40

ଫିଲ୍ମ ବୀରେ ଦି ୱେଡିଙ୍ଗରେ ସ୍ୱରା ଭାସ୍କର ଜଣେ ଚେନ ସ୍ମୋକରର ଚରିତ୍ରରେ ଅଭିନୟ କରିଛନ୍ତି । ସ୍ୱରାଙ୍କ କହିବା ଅନୁସାରେ ସେ ଆଉ କେବେ ମଧ୍ୟ ଅନ ସ୍କ୍ରିନ ସ୍ମୋକିଂ କରିବେନାହିଁ । ସ୍ୱରା ଏହା ପୂର୍ବରୁ ଫିଲ୍ମ ‘ଅନାରକଲି ଅଫ ଆରା’ରେ ବିଡ଼ି ଟାଣୁଥିବାର ନଜର ଆସିଥିଲେ । ଏକ ମିଡିଆ ରିପୋର୍ଟରେ ସ୍ୱରା କହିଥିଲେଯେ ଏହା ଖବ ଭୟାନକ ଥିଲା ।

ବାସ୍ତବରେ ନିର୍ଦ୍ଦେଶକ ଶଶାଙ୍କ ଘୋଷ ଚାହୁଁଥିଲେଯେ ସ୍ୱରାଙ୍କ ସ୍ମୋକିଂ ବିଲକୁଲ ପ୍ରାକୃତିକ ହେଉ । ସେ ବାରମ୍ବାର କହୁଥିଲେଯେ ତୁମେ ଠିକ ଭାବରେ କରିପାରୁନାହିଁ । ତେବେ ଏହା ସ୍ୱରାଙ୍କ ପାଇଁ ଖୁବ କଷ୍ଟ ସାଧ୍ୟ ଥିଲା କାରଣ ଏହା ତାଙ୍କର ଏକ ଦୃଶ୍ୟ ଥିଲା । ତେବେ ଏହାକୁ ମନେ ପକାଇ ସ୍ୱରା କହିଛନ୍ତିଯେ ଏହା ସବୁଠାରୁ ଖରାପ ଜିନିଷ ଯାହାକୁ ମୁଁ ପ୍ରଥମ ଥର ଟେଷ୍ଟ କରିଛି ।

ସ୍ୱରା ଏହିଭଳି ଚରିତ୍ର ଆଉ କେବେ ମଧ୍ୟ କରିବାକୁ ଚାହୁଁନାହାଁନ୍ତି । ଏଭଳି ଚରିତ୍ର ପାଇଁ ଅଫର ଆସିଲେ ସେ ସିଧାସଳଖ ମନା କରିଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More