Only for Entertainment

ମୁମ୍ବାଇକୁ ଫେରିଲେ ତୈମୁର, ସୈଫ ଏବଂ କରୀନାଙ୍କ ସହ ଏୟାର ପୋର୍ଟରେ ହେଲେ ସ୍ପଟ !

aajtak
28

ସୈଫ ଏବଂ କରୀନାଙ୍କ ପୁଅ ତୈମୁର ଅଲ୍ଲୀ ଖାନ ସାଉଥ ଆଫ୍ରିକାରେ ବର୍ଥଡେ ସେଲିବ୍ରେଟ କରି ମୁମ୍ବାଇ ଫେରିଛନ୍ତି । ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ତୈମୁର ମସ୍ତି ଭରା ଅନ୍ଦାଜରେ ମିଡିଆ ସାମ୍ନାକୁ ନଜର ଆସିଥିଲେ । ଗତ କିଛି ଦିନ ହେବ ତୈମୁରଙ୍କ ବର୍ଥଡେ ସେଲିବ୍ରେଶନ ଫଟୋ ଭାଇରାଲ ହେବାରେ ଲାଗିଛି ।

View this post on Instagram

???

A post shared by Taimur Ali Khan ??? (@taimurfc) on

ଏଠାରେ ଆମେ କହି ରଖୁଛୁ ଯେ ତୈମୁର ୨୦ଡିସେମ୍ବର ୨୦୧୬ରେ ଜନ୍ମ ହୋଇଥିଲେ । ତାଙ୍କର ଜନ୍ମଦିନ ଖାସ ହେବା ଲାଗି ୨ସପ୍ତାହ ପୂର୍ବରୁ ସେଲିବ୍ରେଶନ ଆରମ୍ଭ ହୋଇଯାଇଥିଲା । ପ୍ରଥମେ ମୁମ୍ବାଇରେ ପ୍ରିବର୍ଥଡେ ସେଲିବ୍ରେଶନ କରାଯାଇଥିଲା । ଯେଉଁଥିରେ ଅନେକ ଷ୍ଟାର କିଡ ମଧ୍ୟ ନଜର ଆସିଥିଲେ । ତୈମୁର ଏତେ ପପୁଲାର ଯେ ତାଙ୍କ ନାଁ ରେ ସୋସିଆଲ ମିଡିଆରେ ପେଜ ମଧ୍ୟ ଚାଲୁଛି । ନିଜ କ୍ୟୁଟ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି ତୈମୁର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More