Only for Entertainment

ଏବେ ଠାରୁ ଘୋଡ଼ା ଚଲାଇଲେଣି ଛୋଟେ ନବାବ, ଦେଖନ୍ତୁ କ୍ୟୁଟ ଅନ୍ଦାଜ ।

bollywood tadka
29

ବଲିଉଡର ଛୋଟେ ନବାବଙ୍କ ପରିଚୟ ବୋଧହୁଏ କାହାକୁ ଅଛପା ନାହିଁ । ସୋସିଆଲ ମିଡିଆରେ ଆକ୍ଟରଙ୍କ ଅପେକ୍ଷା ତାଙ୍କର ରହିଛି ଯଥେଷ୍ଟ ଫ୍ୟାନ ଫଲୋଇଙ୍ଗ । ଅଧିକାଂଶ ସମୟରେ ନିଜର କ୍ୟୁଟ ପୋଜକୁ ନେଇ ଚର୍ଚ୍ଚାରେ ରହୁଥିବା ତୈମୁର ଏଥର କରିଛନ୍ତି କିଛି ହଟକେ । କୁନି ତୈମୁର କ୍ୟୁଟ ପୋଜକୁ ନେଇ ଚର୍ଚ୍ଚାରେ ତ ରହିଛନ୍ତି, କିନ୍ତୁ ତା ସହିତ ଚର୍ଚ୍ଚାକୁ ଆସିଛି ତାଙ୍କ ନୂଆ ନୂଆ ଘୋଡ଼ା ଚାଳନାର କ୍ୟୁଟ ଅନ୍ଦାଜ ।

ଫଟୋରେ ଘୋଡ଼ା ଚଳାଇବା ଶିଖୁଥିବାର ନଜର ଆସିଛନ୍ତି କୁନି ତୈମୁର । ଗ୍ରେ ରଙ୍ଗର ଟ୍ରାକ ସୁଟରେ ତୈମୁରଙ୍କ ଲୁକ ରହିଛି ଖୁବ ଆକର୍ଷଣୀୟ । ତାଙ୍କର ସଂପୂର୍ଣ୍ଣ ଧ୍ୟାନ ରହିଛି ଘୋଡ଼ା ଚାଳଣା ଉପରେ ।

ହାତରେ ଚାବୁକ ଧରି କ୍ୟୁଟ ଅନ୍ଦାଜରେ ପୋଜ ଦେଇଛନ୍ତି ତୈମୁର ।

ତୈମୁରଙ୍କ କେୟାରଟେକର ତୈମୁରଙ୍କୁ ଏହି ପ୍ରଶିକ୍ଷଣ ଦେଉଛନ୍ତି ।

ଗତ କିଛି ଦିନ ହେବ ତୈମୁର କ୍ୟାମେରାକୁ ଦେଖି ଡରୁଥିବାର ନଜର ଆସିଥିଲା, କିନ୍ତୁ ଏହିଥର ସେହିଭଳି କିଛି ଦେଖିବାକୁ ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More