Only for Entertainment

କ୍ୟୁଟ ତୈମୁର କଲେ ମମ୍ମି କରୀନାଙ୍କୁ ହଇରାଣ, ବେକାବୁ ପୁଅକୁ ସମ୍ଭାଳିବା ହେଲା ମୁସ୍କିଲ !

43

ବଲିଉଡ ଅଭିନେତ୍ରୀ କରୀନା କପୂର ଏବଂ ସୈଫ ଅଲୀ ଖାନଙ୍କ ପୁଅ ତୈମୁରଙ୍କ ପପୁଲାରିଟି କୌଣସି ଷ୍ଟାରଙ୍କ ଠାରୁ କିଛି କମ୍ ନୁହେଁ । ସେ ଅନେକ ସମୟରେ ନିଜ କ୍ୟୁଟ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କ ପପୁଲାରିଟି ଦିନକୁ ଦିନ ବଢିବାରେ ଲାଗିଛି ।


ନିକଟରେ ପୁଣି ଥରେ କ୍ୟୁଟ ତୈମୁରଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ତୈମୁର ମମ୍ମି କରୀନାଙ୍କ ସହ ପ୍ଲେସ୍କୁଲ ବାହାରେ ନଜର ଆସିଥିଲେ ।

 

ଏହି ଫଟୋରେ କରୀନା କପୂର ତୈମୁରଙ୍କୁ ନିଜ ସହ ନେବା ଲାଗି ଚେଷ୍ଟା କରୁଥିବା ବେଳେ, କିନ୍ତୁ ତୈମୁରଙ୍କ ନଜର କ୍ୟାମେରା ଆଡକୁ ପଡିବାରୁ ସେ ତାଙ୍କ ହାତ ଛାଡି କ୍ୟାମେରା ଆଡକୁ ଦୌଡିବାକୁ ଆରମ୍ଭ କରିଥିଲେ । ଦେଖନ୍ତୁ ଭିଡିଓ-

 

View this post on Instagram

 

#kareenakapoor #taimur #spotted #in #bandra #today #mumbai #bollywood #photographeryogenshah @yogenshah_s

A post shared by yogen shah (@yogenshah_s) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More