Only for Entertainment

କ୍ଲାସମେଟଙ୍କ ସହିତ ମସ୍ତି କରୁଥିବାର ନଜର ଆସିଲେ ତୈମୁର, ଫଟୋ ହେଉଛି ଭାଇରାଲ ।

Bollywood Tadka
0 64

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସୈଫ ଅଲୀ ଖାନଙ୍କ ପୁଅ ତୈମୁର ଅଲୀ ଖାନ ନିଜର କ୍ୟୁଟ ଅନ୍ଦାଜ ପାଇଁ ଜଣା ଯାଇଥାନ୍ତି । ତାଙ୍କର ଫଟୋ ସବୁବେଳେ ଚର୍ଚ୍ଚାରେ ରହିଥାଏ । ନିକଟରେ ସୋସିାଲ ମିଡିଆରେ ତୈମୁରଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ।

taimur

ଫଟୋରେ ତୈମୁର ନିଜ କ୍ଲାସମେଟଙ୍କ ହାତ ଧରିଥିବା ନଜର ଆସିଛନ୍ତି । ସେହିପରି ଅନ୍ୟ କେ ଫଟୋରେ ସେ ଖୁବ ମସ୍ତି କରିଥିବା ଦେଖିବାକୁ ମିଳିଛି । ଖବର ଅନୁସାରେ ତୈମୁର ନିକଟରେ ନିଜର ପ୍ଲେ ସ୍କୁଲ ଚେଞ୍ଜ କରିଛନ୍ତି । ଫଟରେ ସେ ନୂଆ ଫ୍ରେଣ୍ଡମାନଙ୍କ ସହିତ ମସ୍ତି କରିଥିବା ନଜର ଆସିଛନ୍ତି ।
taimur aliକିଛି ଦିନ ପୂର୍ବେ ତୈମୁର କରିନା ଏବଂ ସୈଫଙ୍କ ସହିତ ଛୁଟିରୁ ଫେରିଛନ୍ତି । ଛୁଚି ବେଳର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

taimur ali khan

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More