Only for Entertainment

ତୈମୁର ଏବେ ଗିଟାର ବଜାଇବାରେ ମଧ୍ୟ ହୋଇଗଲେ ମାଷ୍ଟର, ଭାଇରାଲ ଭିଡିଓରେ ଦେଖିବାକୁ ମିଳିଲା ନୂଆ ଅନ୍ଦାଜ !

24

ବଲିଉଡ ସବୁଠାରୁ ପପୁଲାର କିଡ୍ସ ତୈମୁର ଅଲୀ ଖାନ ଆସିବା ଦିନରୁ ଚର୍ଚ୍ଚାରେ ବିଷୟ ପାଲଟିଛନ୍ତି । ତାଙ୍କର କୌଣସି ନା କୌଣସି ଫଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ । କେତେବେଳେ ଘୋଡାରେ ବସିଥିବାର ତ କେତେବେଳେ ଫଟୋଗ୍ରାଫର୍ସଙ୍କ ଦେଉଥିବା କ୍ୟୁଟ ରିଆକ୍ସନ । ନିକଟରେ ତୈମୁର ଅଲୀ ଖାନଙ୍କ ଏକ ଲାଟେଷ୍ଟ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଗିଟାର ବଜାଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ତାଙ୍କ ଅନ୍ଦାଜ ଏତେ କ୍ୟୁଟ ନଜର ଆସୁଛି ଯେ ତାଙ୍କ ଉପରୁ କେହି ନଜର ହଟାଇ ପାରିବେ ନାହିଁ । ତୈମୁରଙ୍କ ଏହି ନୂଆ ଅନ୍ଦାଜକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

 

View this post on Instagram

 

Reposted using @EasyRepost “HES SO AADORABLEEEE??????❤️❤️???” by @taimuralikhanx #taimuralikhan

A post shared by Taimur Ali Khan (@taimuralikhan_official_fanpage) on

ତୈମୁରଙ୍କ ସହ ଜଣେ ବ୍ୟକ୍ତି ନଜର ଆସିଛନ୍ତି, ତାଙ୍କ ଇଶାରାରେ ତୈମୁର ଗିଟାର ବଜାଈବା ଆରମ୍ଭ କରିଦେଇଛନ୍ତି । ତାଙ୍କର ଏହି ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି ।


ଏହାପୂର୍ବରୁ ତୈମୁର କିଆରା ଆଡଭାଣୀଙ୍କ ରେସ ଲାଗଉଥିବାର ନଜର ଆସିଥିଲେ, ଯାହାର ଭିଡିଓ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More