Only for Entertainment

ହେଲଭିନ ଫେଷ୍ଟିଭାଲରେ ନଜର ଆସିଲେ କୁନି ତୈମୁର, ମିଡିଆକୁ ଦେଲେ ଏଭଳି ଈଶାରା ।

punjab kesari
34

ଅଭିନେତ୍ରୀ କରୀନା କପୁର ଓ ସୈଫଙ୍କ ପୁଅ ତୈମୁର ନିଜ କ୍ୟୁଟନେସ ପାଇଁ ସୋସିଆଲ ମିଡିଆରେ ଛାଇ ରହିଥାନ୍ତି । ତୈମୁରଙ୍କ ଫ୍ୟାନ ଫଲୋଇଙ୍ଗ ସୋସିଆଲ ମିଡିଆରେ ସମସ୍ତ ଷ୍ଟାରକିଡ଼ସଙ୍କ ଠାରୁ ଯଥେଷ୍ଟ ଅଧିକ ।ନିକଟରେ ତୈମୁରଙ୍କ କିଛି ଫଟୋ ସାମ୍ନାକୁ ଆସିଛି ।

ନିକଟରେ ତୈମୁରଙ୍କୁ ତାଙ୍କ ଜେଜେମାଙ୍କ ସହିତ ସ୍ପଟ କରାଯାଇଛି ।ତୈମୁର ଗାଡ଼ିରୁ ଓହ୍ଲାଇ ଖୁବ ଶାନ୍ତ ଭାବରେ ଛିଡ଼ା ହୋଇଥିଲେ । ମିଡିଆ ପ୍ରତିନିଧି ଫଟୋ ମଧ୍ୟ ଉଠାଇଲେ ।ଏହାପରେ ତୈମୁର ହାତ ଦେଖାଇ ସେଠାରୁ ଚାଲିଗଲେ ।

 

ତୈମୁରଙ୍କ ଏହି ଅନ୍ଦାଜକୁ ଖୁବ ପ୍ରଶଂସା କରୁଛନ୍ତି ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More