Only for Entertainment

ତୈମୁରଙ୍କ ସ୍କୁଲର ଫିସ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ ।

amarujala
0 140

କରୀନାଙ୍କ ପୁଅ ତୈମୁର ୧୫ ମାସର ହୋଇ ସାରିଛନ୍ତି । କିନ୍ତୁ ଏତେ କମ ବୟସରେ ସେ ଖୁବ ଚର୍ଚ୍ଚାରେ ରହୁଛନ୍ତି । କାରଣ ତୈମୁରଙ୍କ କ୍ୟୁଟନେସକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି । ତେବେ ଏହିଥର ସେ ତାଙ୍କ କ୍ୟୁଟନେସ ପାଇଁ ନୁହେଁ ବରଂ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ବାସ୍ତବରେ ସେ ତାଙ୍କ ସ୍କୁଲର ଫିସକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏକ ୱେବସାଇଟର ରିପୋର୍ଟ ଅନୁସାରେ ତୈମୁରଙ୍କର ସ୍କୁଲରେ ଆଡ଼ମିଶନ ହୋଇଛି । କିନ୍ତୁ ଏହି କଥା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେଯେ ଏତେ ବଡ଼ ଷ୍ଟାରଙ୍କ ପୁଅ ହେବାପରେ ମଧ୍ୟ ସେ ଖୁବ କମ ଫିସ ନେଉଥିବା ସ୍କୁଲକୁ ଯାଉଛନ୍ତି । ଏହି ଫିସ ଏତେ କମଯେ ଯେକୌଣସି ସାଧାରଣ ପରିବାରର ପିଲା ମଧ୍ୟ ପଢିପାରିବେ । ଏହାର ଫିସ ମାସକୁ ୫ ହଜାର ଟଙ୍କା । ଏହି ସ୍କୁଲରେ ପିଲାଙ୍କର ୩ ମାସର ଫିସ ଗୋଟିଏ ଥରକେ ୧୫ ହଜାର ନିଅନ୍ତି । କିନ୍ତୁ ୬ ମାସକୁ ୨୨ ହଜାର ଏବଂ ବର୍ଷକୁ ୪୭ ହଜାର ନିଅନ୍ତି । କିନ୍ତୁ ମାସକୁ ଗୋଟିଏ ଦିନ ପଢା ହୁଏ ଏବଂ ଅନ୍ୟ ଦିନ କେବଳ ଖେଳ ହୋଇଥାଏ ।

 


ତେବେ ସୈଫଙ୍କ କହିବା ଅନୁସାରେ ତୈମୁର ଏବେ କଥା କହିବା ଆରମ୍ଭ କରିଛନ୍ତି । କିନ୍ତୁ ସେ ତାଙ୍କୁ ପାପା ନୁହେଁ ବରଂ ଅବା ବୋଲି ଡାକୁଛନ୍ତି । ଏହା ସହିତ ସେ ବେବି ମଧ୍ୟ ଡାକୁଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ଚୁଇଁଗମ ଦେଖିଲେ ସେ ଗମ ବୋଲି କହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More