Only for Entertainment

ସୈଫଙ୍କୁ ପାପା ନୁହେଁ ଏହି ଶବ୍ଦରେ ଡାକୁଛନ୍ତି ତୈମୁର ।

times of india
0 55

ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁରଙ୍କ ପୁଅ ତୈମୁର ଫଟୋଗ୍ରାଫରଙ୍କ ଖୁବ ପ୍ରିୟ । ତାଙ୍କ ଫଟୋ ନେବା ପାଇଁ ଫଟୋଗ୍ରାଫର କେବେ ମଧ୍ୟ ପଛଘୁଂଚା ଦିଅନ୍ତି ନାହିଁ । କିନ୍ତୁ କୁନି ତୈମୁର ଏବେ ସାମାନ୍ୟ ବଡ଼ ହୋଇ ଯାଇଛନ୍ତି ।

631110-taimur-ali-khan

ଡିଏନଏ ରିପୋର୍ଟ ଅନୁସାରେ ସୈଫ ଅଲ୍ଲୀ ଖାନ କହିଛନ୍ତିଯେ ତୈମୁର କିଛି ନୂଆ ଶବ୍ଦ ଶିଖିଛନ୍ତି । ତୈମୁର ତାଙ୍କୁ ପାପା ନୁହେଁ ବରଂ ଅବା ବୋଲି ଡାକୁଛନ୍ତି । ଏହା ବ୍ୟତୀତ ତୈମୁର ବେବି ଏବଂ ଗମ ଭଳି କେତେକ ଶବ୍ଦ ମଧ୍ୟ ଶିଖିଛନ୍ତି । ତୈମୁରଙ୍କୁ ଜହ୍ନ ଦେଖିବାକୁ ଖୁବ ଭଲ ଲାଗୁଛି । ତେଣୁ ସୈଫ ତାଙ୍କୁ ଜହ୍ନ ଦେଖାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More