Only for Entertainment

ରନୱେରେ ହଠାତ ଜୋରରେ ଘୂରିଗଲା ବିମାନ, ଡରରେ ଯାତ୍ରୀ ବେହାଲ ।

punjab kesari
25

ଚଳିତ ଦିନ ମାନଙ୍କରେ ବିମାନ ଘଟଣାରେ ସମସ୍ତେ ଭୟଭୀତ । ନିକଟରେ ବିମାନକୁ ନେଇ ଆସିଛି ଏକ ଖବର । ଯାହା ଏବେ ଖୁବ ଭାଇରାଲ ହେଉଛି । ଫିଲିପାଇନର ରନେଓ୍ବରେ ଓହ୍ଲାଇବା ବେଳେ ଏକ ଜାହାଜ ହଠାତ ଜୋରରେ ଘୂରିଗଲା । ଯାହା ଦ୍ୱାରା ଯାତ୍ରୀ ମାନେ ହଡ଼ବଡ଼ ହୋଇଗଲେ । ଅଚୁାନକ ଘଟିଥିବା ଏହି ଘଟଣା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସଂପୂର୍ଣ୍ଣ ଭାବରେ ଡରାଇଦେଲା । ଯାଂଚ କରିବା ପରେ ଜଣାଗଲାଯେ ଜାହାଜର ଏକ ଚକ ଘାସରେ ବାଜିଗଲା ଯାହା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହେଲା ।

ଅବଶ୍ୟ ମସସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରି ଦିଆଗଲା । ଅଧିକାରୀଙ୍କ ଖବର ମୁତାବକ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଅର୍ଥାତ ସମଗ୍ର ୧୨୨ ଜଣ ସୁରକ୍ଷିତ ଅଛନ୍ତି । ‘ଫାର ଇଷ୍ଟର୍ଣ୍ଣ ଏୟାର ଟ୍ରାନ୍ସପୋର୍ଟ’ ବିମାନକୁ କାଲିବୋରେ ଯାଂଚ ପାଇଁ ପଠାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More