Only for Entertainment

ଗ୍ଲୋଇଙ୍ଗ ସ୍କିନ ପାଇବାର ସିକ୍ରେଟ ଟିପ୍ସ ।

punjabkesari
32

ଦିନସାରା ତ୍ୱଚାର କ୍ଲାନ୍ତ ଅବସ୍ଥାକୁ ଦୂର କରିବା ପାଇଁ ଅଲିଭ ତେଲ ମସାଜ କରନ୍ତୁ । ଏହା ଦ୍ୱାରା ରକ୍ତପ୍ରବାହ ଭଲ ହୋଇଥାଏ ଏବଂ କ୍ଲାନ୍ତ ଦୂର ହୋଇଥାଏ । ତ୍ୱଚା ତାଜା ରହିବା ସହିତ ଉଜ୍ୱଳ ଦେଖାଯାଏ ।

କ୍ଲାନ୍ତ ଥିବା ତ୍ୱଚାକୁ ସ୍କ୍ରବ କରନ୍ତୁ ।

ଘରେ ପ୍ରସ୍ତୁତ ହୋଇଥିବା ଫେଓ ମାସ୍କ ବା ବଜାରର ଫେଶମାସ୍କ ବ୍ୟବହାର କରନ୍ତୁ । ଘରୋଇ ଫେଶମାସ୍କ ପ୍ରସ୍ତୁତ ପାଇଁ ଏଭୋକାଡ଼ୋକୁ ମାସ କରି ସେଥିରେ ୧ ଚାମଚ ଅଲିଭ ତେଲ ମିଶାଇ ୧୫ମିନିଟ ପାଇଁ ତ୍ୱଚାରେ ଲଗାଇ ଛାଡ଼ି ଦିଅନ୍ତୁ । ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ତ୍ୱଚା ଉଜ୍ୱଳ ଦେଖାଦେବ ।

ତ୍ୱଚାକୁ ଟାଇଟ କରିବା ପାଇଁ ଟୋନର ଲଗାନ୍ତୁ ।

ଗୋଲାପ ଜଳ ତ୍ୱଚାକୁ କୋମଳ କରିବା ସହିତ ତ୍ୱଚାର ଦିନ ସାରାରା କ୍ଲାନ୍ତ ଦୁର କରିଥାଏ । ଏଥିପାଇଁ ଗୋଲପଜଳରେ କଟନ ବୁଡ଼ାଇ ମୁହଁକୁ ଭଳ ଭାବରେ ଘଷି ୧ ଘଂଟା ପାଇଁ ଛାଡ଼ି ଦିଅନ୍ତୁ । ଏହାପରେ ଥଣ୍ଡା ଜଳରେ ଧୋଇ ଦିଅନ୍ତୁ ।

ଏଲୋଭେରା ଜେଲକୁ ତ୍ୱଚାରେ ୧୫ ମିନିଟ ଲଗାଇ ସାମାନ୍ୟ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More