Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ତନ୍ଦୁରୀ ଚିକେନ

swasthis recipe
61

ପ୍ରଥମେ ଏକ ପାତ୍ରରେ ଦହି ନିଅନ୍ତୁ, ସେଥିରେ ଅଦା ଓ ରସୁଣ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା,ହଳଦୀ, ଲୁଣ, କସ୍ତୁରୀ ମେଥି, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଗୋଲମରିଚ ପକାନ୍ତୁ । ଏହାପରେ ସାମାନ୍ୟ ତେଲ ଓ ଲେମ୍ବୁରସ ପକାନ୍ତୁ । ଏହାପରେ ଏହାକୁ ୬ ଘଂଟା ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ ।

ଏବେ ଓଭନକୁ ୨୦୦ ଡିଗ୍ରୀ ସିରେ ୧୫ ମିନିଟ ଗରମ କରନ୍ତୁ । ଏହାପରେ ଟ୍ରେରେ ଏକ ଫୋଏଲ ରଖନ୍ତୁ । ଏହାପରେ ଟ୍ରେ ଉପରେ ଏକ ଗ୍ରିଜଡ ୱାୟର ରଖନ୍ତୁ । ୧୫ ମିନିଟ ପାଇଁ ଓଭନରେ ରଖନ୍ତୁ । ଏହାପରେ ଅନ୍ୟ ପାଶ୍ୱର୍କୁ ଓଲଟାନ୍ତୁ । ଆପଣ ଚିକେନର ଆକୃତି ଅନୁସାରେ ଏହାର ସମୟକୁ ଆଡଜଷ୍ଟ କରିପାରିବେ । ଏବେ ଏହାକୁ ପିଆଜ ଓ ଲେମ୍ବୁ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More