Only for Entertainment

ମୁଲ୍କର ସକସେସ ପାର୍ଟିରେ ଶାଢୀରେ ଟାଇ ଲଗାଇ ପହଂଚିଲେ ତାପସୀ ପନ୍ନୁ ।

aajtak
0 32

କୋର୍ଟ ରୁମ ଡ୍ରାମା ପରେ ମୁଲ୍କକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ତରଫରୁ ଖୁବ ପ୍ରଶଂସା ମିଳିଛି । ବକ୍ସ ଅଫିସରେ ସାନଦାର ଇନକମ କରିଥିବା ଏହି ଫିଲ୍ମ ପାଇଁ ସକସେସ ପାର୍ଟିର ଆୟୋଜନ କରାଯାଇଥିଲା ।

tapsee

ପାର୍ଟିରେ ତାପସୀ ଫର୍ମାଲ ଲୁକରେ ନଜର ଆସିଥିଲେ । ତେବେ ପିଙ୍ଗ ଶାଢୀରେ ଟାଇ ଲଗାଇ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ଏହି ଅଭିନେତ୍ରୀ । ଫିଲ୍ମରେ ତାପସୀ ଏକ ପ୍ରଭାବିତ ଚରିତ୍ରରେ ନଜର ଆସିଥିଲେ ।

ଫିଲ୍ମରେ ଋଷି କପୁରଙ୍କ ପ୍ରଶଂସା ଯେତେ କଲେ ମଧ୍ୟ ତାହା କମ ।

ତେବେ ଇଭେଂଟରେ ଋଷି ମଧ୍ୟ ନଜର ଆସିଥିଲେ ।

ଏହା ବ୍ୟତୀତ ଆଶୁତୋଷ ରାଣା,ଗ୍ରେସି ସିଂ ଓ ନୀନା ଗୁପ୍ତା ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More