Only for Entertainment

ରିଲିଜ ହେଲା କପିଲ ଶର୍ମାଙ୍କ ଶୋ’ର ଟିଜର ।

aajtak
36

ବହୁ ଚର୍ଚ୍ଚିତ କପିଲ ଶର୍ମା ଶୋ’ର ଟିଜର ରିଲିଜ ହୋଇଛି । ୨୯ ଡିସେମ୍ବରରୁ ଆରମ୍ଭ ହେବ ଏହି ଶୋ । ଏହା ପୂର୍ବରୁ ମଧ୍ୟ ଶୋ’ର କିଛି ଟିଜର ରିଲିଜ ହୋଇଥିଲା,କିନ୍ତୁ ଏବେ ଶୋ ନିକଟତର ହେବାକୁ ଯାଉଥିବା ସମୟରେ ପୁଣି ଏକ ଟିଜର ରିଲିଜ ହୋଇଛି । ଚା ବାଲା ଚରିତ୍ରରେ ଅଭିନୟ କରୁଥିବା ଚନ୍ଦନ ପ୍ରଭାକର କପିଲଙ୍କ ଲୁହ ପୋଛୁଥିବାର ନଜର ଆସିଛନ୍ତି ।

ବାସ୍ତବରେ ଏଥିରେ ଦେଖାଯାଇଛିଯେ ଶୋ’ରେ ପ୍ରଥମ ଅତିଥି ହୋଇ ସିଦ୍ଧୁ,ରଣବୀର ସିଂ କପିଲଙ୍କ ପାଶ୍ୱର୍ରେ ନାଚୁଥିବେ,କିନ୍ତୁ ଦୀପିକାଙ୍କୁ କପିଲଙ୍କ ଭାଇ ବୋଲି କୁହାଯାଇଛି । ଯେଉଁ କାରଣରୁ କପିଲ କାନ୍ଦୁଛନ୍ତି ।

ଥରେ କପିଲ ସମସ୍ତଙ୍କ ସାମ୍ନାରେ ଘୋଷଣା କରିଥିଲେଯେ ସେ ଦୀପିକାଙ୍କ ସବୁଠାରୁ ବଡ଼ ଫ୍ୟାନ । କିନ୍ତୁ ଏହିଥର ଦୀପିକା ଅତିଥି ହୋଇ ଆସୁଛନ୍ତି ତାହା ପୁଣି ବିବାହିତା । ତେବେ ରଣବୀର ସିଂଙ୍କ ସିମ୍ବା ଟିମ ପ୍ରମୋଶନ ପାଇଁ ପହଂଚିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More