Only for Entertainment

ତୁମ୍ବାଡ଼ର ଟିଜର ରିଲିଜ,ହରର ଫିଲ୍ମ ରାଜ ଠାରୁ ଅଧିକ ଭୟଙ୍କର ।

soundcloud.com
0 35

ଫିଲ୍ମ ତୁମ୍ବାଡ଼ର ଟିଜର ରିଲିଜ ହୋଇଛି । ଏହା ଆପେ ଆପେ ରହସ୍ୟମୟୀ ଏବଂ ଭୟାନକ । ତୁମ୍ବାଡ଼ର ପୋଷ୍ଟର ଏବଂ ଟିଜର ଏହାକୁ ଦେଖିବା ପାଇଁ ଜିଜ୍ଞାସା ବଢାଇ ଦେଇଛି । ଏହା ହେଉଛି ସୋହମ ଶାହଙ୍କ ଫିଲ୍ମ । ଦେଖନ୍ତୁ ଟିଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More