Only for Entertainment

ରିଲିଜ ହେଲା ରୋମାଂଟିକ୍–କମେଡି ଫିଲ୍ମ ‘ଲୋକାଲ୍ ଟୋକା ଲଭ୍ ଚୋଖା’ର ପ୍ରଥମ ଟିଜର ।

YouTube
0 107

ମୁକ୍ତିଲାଭ କଲା ଆଗାମୀ ଓଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ଲୋକାଲ୍ ଟୋକା ଲଭ୍ ଚୋଖାର ପ୍ରଥମ ଟିଜର୍ । ଫିଲ୍ମରେ ଅଭିନେତା ବାବୁଶାନ୍ ମହାନ୍ତି ଓ ଅଭିନେତ୍ରୀ ସନମୀରାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି, ଜୟଜୀତ୍ ଏବଂ ମିହିର୍ ଦାସ ଆଦି କଳାକାରଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ଏହି ସିନେମାରେ । ଏହି ଟିଜରକୁ ତରଙ୍ଗ ମ୍ୟୁଜିକର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି ।

ଦେଖନ୍ତୁ –

କିଛି ଦିନ ପୂର୍ବେ ବାବୁଶାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଫାଇଟ ସିନ ସେୟାର କରିଥିଲେ । ଏହି ଭିଡିଓକୁ ତାଙ୍କର ଫ୍ୟାନମାନେ ଖୁବ ପସନ୍ଦ କରିଥିଲେ । ତେବେ ଫିଲ୍ମ ଦର୍ଶକେ ଖୁବ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More