Only for Entertainment

ରିଲିଜ ହେଲା ତେଲୁଗୁ-କନ୍ନଡ଼ ଫିଲ୍ମ ଭୈରବ-ଗୀତା ଟ୍ରେଲର, ଦେଖିବାକୁ ମିଳିଲା ଜବରଦସ୍ତ ଆକ୍ସନ !

41

ତେଲୁଗୁ-କନ୍ନଡ଼ ଫିଲ୍ମ ‘ଭୈରବ-ଗୀତା’ର ଟିଜର ଦର୍ଶକଙ୍କ ହୃଦୟରେ ଖାସ ଜାଗା ବନାଇଥିଲା । ଏବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ଜଣେ ଅତ୍ୟଧିକ ରାଗି ବ୍ୟକ୍ତି ଭାବେ ଭୂମିକା ରହିଛି ଭୈରବ ଙ୍କର, ଏବଂ ଏହି ଭୈରବଙ୍କ ଭୂମିକା ତୁଲାଇଛନ୍ତି ଧନଞ୍ଜୟ । ଭୈରବ ଙ୍କୁ ଉଚ୍ଚ ଜାତିର ଝିଅ ଗୀତା ସହ ପ୍ରେମ ହୋଇଯିବା ଫଳରେ ଅସୁବିଧା ଆରମ୍ଭ ହୋଇଛି । ଏହି ପ୍ରେମକୁ ସମସ୍ତେ ବିରୋଧ କରିଛନ୍ତି । ତେବେ ଗୀତା ଭୂମିକାରେ ନଜର ଆସିବେ ଇରା ମୋର ।


130ସେକେଣ୍ଡର ଏହି ଭିଡ଼ିଓ ଜବରଦସ୍ତ ହୋଇଛି । ଫିଲ୍ମର ଏହି ଟ୍ରେଲର କୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।ଫିଲ୍ମର ଷ୍ଟୋରୀ ଲେଖିଛନ୍ତି ରାମ ଗୋପାଳ ବର୍ମା ଏବଂ ଏଥିରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସିଦ୍ଧାର୍ଥ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More