Only for Entertainment

ଓଡ଼ିଆ ଫିଲ୍ମ ପାଟଣାଗଡ଼ରେ ତେଲୁଗୁ ଷ୍ଟାର ତାନିକେଲା ଭରନି ।

Oneindia Telugu
0 38

ପାଟଣାଗଡ଼ ୨୩ ଫେବୃୟାରୀ ଓଡ଼ିଶାକୁ ନେଇ ବିଭିନ୍ନ ସମୟରେ ଆଶ୍ଚଯ୍ୟ କରିଦେବା ଭଳି ଖବର ଆସୁଛି । ବାସ୍ତବ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ସାଉଥ ଷ୍ଟାର ଅତୁଲ କୁଲକର୍ଣ୍ଣି ମଧ୍ୟ ନଜର ଆସିବେ,ଯାହାର ସୂଚନା ଆମେ ଆପଣଙ୍କୁ କିଛି ଦିନ ପୂର୍ବରୁ ଦେଇଥିଲୁ । ଏବେ ଏହି ଫିଲ୍ମକୁ ନେଇ ଅନ୍ୟ ଏକ ଭଲ ଖବର ଆସିଛି । ଫିଲ୍ମରେ ବାହୁବଳୀ ଫେମ ବା ସ୍ୱାମୀଜୀ ଚରିତ୍ରରେ ନଜର ଆସିଥିବା ତାନିକେଲା ଭରନି ଜଣେ ପୋଲିସ ଅଫିସର ଚରିତ୍ରରେ ନଜର ଆସିବେ । ତାନିକେଲା ହେଉଛନ୍ତି ଟଲିଉଡର ଜଣେ ପ୍ରଖ୍ୟାତ ଅଭିନେତା । ତେବେ ନିକଟରେ କନକ ନ୍ୟୁଜର ପ୍ରତିନିଧିଙ୍କ ସହିତ ତାଙ୍କର ଖାସ ସାକ୍ଷାତକାର ହୋଇଥିଲା,ଦେଖନ୍ତୁ ଭିଡ଼ିଓ ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More