Only for Entertainment

ଇଂଟରନେଟ ସେନସେସନ ରାନୁ ମଣ୍ଡଲ ଏବଂ ହିମେଶଙ୍କ ଗୀତ ‘ତେରୀ ମେରୀ କାହାନୀ’ର ଟିଜର ରିଲିଜ

hindirush
72

ସୋସିଆଲ ମିଡିଆ ସେନସେନ ରାନୁ ମଣ୍ଡଲଙ୍କୁ ଏବେ ଆଉ ପରିଚୟ ଦେବାର ଆବଶ୍ୟକତା ନାହିଁ । ସାମାନ୍ୟ ଏକ ଛୋଟ ଭିଡ଼ିଓ ରାନୁଙ୍କ ଜୀବନ ବଦଳାଇ ଦେଇଛି । ଫଳ ସ୍ୱରୂପ ହିମେଶ ରାନୁଙ୍କୁ ଗାଇବାର ସୁଯୋଗ ଦେଲେ ଏବଂ ରାନୁଙ୍କର ହେଲା ହାପି ଏଣ୍ଡିଂ । ମଙ୍ଗଳବାରକୁ ରାନୁଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ର ଟିଜର ରିଲିଜ ହୋଇଛି । ଗୀତରେ ଟିଜରରେ ରାନୁ ମଣ୍ଡଲ ନଜର ଆସିଛନ୍ତି ।

ଟିଜରରେ ଏକ ଡାଏଲଗ ଶୁଣିବାକୁ ମିଳିଛି । ଯେଉଁଥିରେ କୁହାଯାଉଛି ‘ଉମିଦ ପେ ଦୁନିଆ କାୟମ ହୈ,ସପନେ ସଭି ସଂଯୋତେ ହୈ,ସପ୍ନେ ଦେଖନା ମତ ଛୋଡ଼ୋ,ସପ୍ନେ ସଚ ହୋତେ ହୈ’ । ଏହାକୁ ଅଫିସିଆଲ ୟୁଟ୍ୟୁବ ଆକାଉଂଟରେ ଶେୟାର କରାଯାଇଛି । ଏହି ଗୀତ ଆଜି ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More