Only for Entertainment

ଏହି ଗାଁରେ ମହିଳାଙ୍କ କେଶ ହୋଇଥାଏ ୭ଫୁଟ ଲମ୍ବା !

messynessychic
31

ଆଜି ଆମେ ଆପଣଙ୍କୁ ଚୀନର ଗୁଆଙ୍ଗଶୀ ପ୍ରାନ୍ତର ହୁଆଙ୍ଗଲୁଓ ଗାଁ ବିଷୟରେ କହୁଛୁ । ଏଠାରେ ବାସ କରୁଥିବା ମହିଳାମାନଙ୍କ କେଶ ୩ରୁ ୭ଫୁଟ ପର୍ଯ୍ୟନ୍ତ ଲମ୍ବା । ଅସଲରେ ଏହି ଗାଁରେ ରହୁଥିବା ଜନଜାତି ୨୦୦ବର୍ଷ ପୂରୁଣା ଅଟନ୍ତି । ଯେଉଁଥିରୁ ୬୦କେବଳ ମହିଳା ଅଟନ୍ତି ।
ଏକ ରିପୋର୍ଟ ମୁତାବକ ମହିଳା ମାନେ ୟାଓ ଜାତିର ଅଟନ୍ତି , ଯେଉଁମାନେ ନିଜ କେଶ ଲମ୍ବା, ଘନ ଏବଂ ଚମତ୍କାର କାରଣରୁ ନିଜର ଏକ ଭିନ୍ନ ପରିଚୟ ବନାଇ ରଖିଛନ୍ତି ।

ଗାଁରେ ୫୧ବର୍ଷର ପାନ ଜିଫେଙ୍ଗ ରହିଛି , ଯିଏ ଏହି ପରମ୍ପରାକୁ ଏବେ ପର୍ଯ୍ୟନ୍ତ ଜୀବନ୍ତ କରି ରଖିଛି । ତାଙ୍କ ଅନୁସାରେ ଯେବେ କେହି ଝିଅ ୧୮ବର୍ଷର ହୋଇଯିବ ତା’ର କେଶ କଟାଯିବ ଅର୍ଥାତ ଝିଅ ବଡ ହୋଇଗଲା ଏବଂ ବିବାହ ଲାୟକ ହୋଇଗଲା । ଏହାପରେ କେବେ ତା’ର କେଶ କଟା ଯାଏ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More